ମାଟି ଅତଡ଼ା ଖସି ଯାତାୟାତ ବାଧାପ୍ରାପ୍ତ : ପଡ଼ୋଶୀ ରାଜ୍ୟକୁ ଯୋଗାଯୋଗ ବିଛିନ୍ନ
ମାଟି ଅତଡ଼ା ଖସି ଯାତାୟାତ ଠପ୍। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ଘଟିଛି ଏହି ଘଟଣା।
ମାଟି ଅତଡ଼ା ଖସି ଯାତାୟାତ ଠପ୍। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ଘଟିଛି ଏହି ଘଟଣା।
ସେପ୍ଟେମ୍ବର ୧୨ ରୁ ଦଲିପ ଟ୍ରଫି ୨୦୨୪ ର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏଥର ଶୁଭମନ ଗିଲ, ଋଷଭ ପନ୍ତ ଏବଂ କେ.ଏଲ୍ ରାହୁଲଙ୍କ ସମେତ ଅନେକ ତାରକା ଖେଳାଳି ଏହି ଘରୋଇ ଟୁର୍ନାମେଣ୍ଟର ଭାଗ ହେବେ ନାହିଁ।
ପ୍ରତିବର୍ଷ, ପିତୃଶ୍ରାଦ୍ଧ ଭାଦ୍ରବ ମାସର ପୂର୍ଣ୍ଣିମା ଠାରୁ ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ପର୍ୟ୍ୟନ୍ତ ରହିଥାଏ। ଏହି ବର୍ଷ ପିତୃଶ୍ରାଦ୍ଧ ୧୭ ସେପ୍ଟେମ୍ବର ୨୦୨୪ ରୁ ଆରମ୍ଭ ହେଉଛି, ଯାହା ୨ ଅକ୍ଟୋବର ୨୦୨୪ ରେ ଶେଷ ହେବ।
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ଏକ ମାସ ବିତିଗଲାଣି। ଏହି ଘଟଣାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।
୨୦୨୫ରେ ହେବାକୁ ଥିବା ଯୁକ୍ତ ୨ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ ୪ ମାସ ବାକି ରହିଛି।
ଭଦ୍ରକ ଏନଏଚ ୧୬ ବନ୍ତ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାରେ ଛିଡାହୋଇଥିବା ଏକ ଟ୍ରକକୁ ପଛ ପଟୁ ଏକ ବାଇକ ଧକ୍କା ଦେଇଛି।
ବଙ୍ଗୋପସାଗରରେ ସୃଷ୍ଟି ହେଇଛି ଗଭୀର ଅବପାତ। ଏହାର ପ୍ରଭାବରେ ଦିନ ସାରା ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଭଙ୍ଗା ଯିବ ଦିଲ୍ଲୀ ସ୍ଥିତ ଓଡିଶା ଭବନ। ଦିଲ୍ଲୀରେ ଥିବା ଓଡ଼ିଶା ଭବନ ଭାଙ୍ଗିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଆଜି ଅଗ୍ର ପୂଜ୍ୟ ଗଜାନନ ଙ୍କ ପୂଜାର ଦ୍ୱିତୀୟ ଦିନ। ଏହି ଅବସରରେ ବରମୁଣ୍ଡା ସ୍ଥିତ ପ୍ରଜ୍ଞା ବିହାର ପାର୍କରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଗହମରୁ ପ୍ରସ୍ତୁତ ରୁଟି ହେଉଛି ଭାରତୀୟ ଖାଦ୍ୟ। ରୁଟିରେ କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ଅଟେ। ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି ଯୋଗାଇଥାଏ।