ବଙ୍ଗୋପସାଗରରେ ଅବପାତ: ଡିସେମ୍ବର ୩ରେ ବାତ୍ୟା, ୪ରେ ଛୁଇଁବ ଉପକୂଳ

  • Post category:ଓଡିଶା
  • Reading time:1 mins read

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣପୂର୍ବରେ ଅବପାତରେ ପରିଣତ ହୋଇଛି ।

Continue Readingବଙ୍ଗୋପସାଗରରେ ଅବପାତ: ଡିସେମ୍ବର ୩ରେ ବାତ୍ୟା, ୪ରେ ଛୁଇଁବ ଉପକୂଳ

୧୩ ସ୍କୁଲରେ ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ 

  • Post category:ଅପରାଧ
  • Reading time:1 mins read

ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ ପରେ ବର୍ତ୍ତମାନ ୧୩ଟି ସ୍କୁଲକୁ ଖାଲି କରିଦିଆଯାଇଛି। ପୋଲିସ ପକ୍ଷରୁ ତନାଘନା କରାଯାଉଛି।

Continue Reading୧୩ ସ୍କୁଲରେ ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ 

ଜାଣନ୍ତୁ, କେଉଁ ଭିଟାମିନର ଅଭାବରୁ ଶରୀରରେ ଅନୁଭୂତ ହୁଏ ଝିମଝିମ? 

ଅଧିକାଂଶ ଲୋକ ଝିମଝିମର ସମ୍ମୁଖୀନ ହୋଇଥାନ୍ତି। ହାତ କିମ୍ବା ପାଦରେ ଏହି ଲକ୍ଷଣ ଅନୁଭବ ହୁଏ। ଜାଣନ୍ତି କି ଏପରି କାହିଁକି ହୁଏ

Continue Readingଜାଣନ୍ତୁ, କେଉଁ ଭିଟାମିନର ଅଭାବରୁ ଶରୀରରେ ଅନୁଭୂତ ହୁଏ ଝିମଝିମ? 

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଆସିବ ୧୮ ବିଲ୍‌

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହା ଡ଼ିସେମ୍ବର୨୨ ପର୍ଯ୍ୟନ୍ତ ଚାଲିବ।

Continue Readingଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଆସିବ ୧୮ ବିଲ୍‌

ଘଟଗାଁ ସଡ଼କ ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ  ଶୋକ, ୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା 

  • Post category:ଓଡିଶା
  • Reading time:1 mins read

ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ 8ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Continue Readingଘଟଗାଁ ସଡ଼କ ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ  ଶୋକ, ୮ ମୃତକଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ଘୋଷଣା 

ରିଲିଜ ହେଲା ‘ଆନିମଲ’, ବକ୍ସ ଅଫିସରେ ଆଣିପାରେ ସୁନାମି

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ଆଜି ସିନେମା ହଲରେ ମୁକ୍ତିଲାଭ ହୋଇଛି। ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ ହେବାର ପ୍ରଥମ ଦିନରେ ହିଁ ସିନେମା ହଲ୍‌ରେ ହଇଚଇ ସୃଷ୍ଟି କରିଛି।

Continue Readingରିଲିଜ ହେଲା ‘ଆନିମଲ’, ବକ୍ସ ଅଫିସରେ ଆଣିପାରେ ସୁନାମି

ବିଶ୍ୱ ଏଡସ୍ ଦିବସ ୨୦୨୩: ଜାଣନ୍ତୁ, କ’ଣ ରହିଛି ଚଳିତ ବର୍ଷର ବିଷୟବସ୍ତୁ

ପ୍ରତିବର୍ଷ ଡିସେମ୍ବର ୧ରେ ସାରା ବିଶ୍ୱରେ ଏଡସ୍ ଦିବସ ପାଳନ କରାଯାଏ। ତେବେ ଏଚଆଇଭିରେ ଆକ୍ରାନ୍ତ ଲୋକଙ୍କୁ ସମର୍ଥନ ଜଣାଇବା ଏବଂ ଏହି ରୋଗରେ ପ୍ରାଣ ହରାଇଥିବା ରୋଗୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏହା ପାଳନ କରାଯାଏ।

Continue Readingବିଶ୍ୱ ଏଡସ୍ ଦିବସ ୨୦୨୩: ଜାଣନ୍ତୁ, କ’ଣ ରହିଛି ଚଳିତ ବର୍ଷର ବିଷୟବସ୍ତୁ

ବଢିଲା ଏଲପିଜି ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ ଝଟକା। ବଢିଲା ଏଲପିଜି ଦର। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି,

Continue Readingବଢିଲା ଏଲପିଜି ସିଲିଣ୍ଡର ଦାମ୍

ଋଣଭାରକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ବାସ୍ତୁ ଉପାୟ 

ଋଣଭାର ଠାରୁ ଦୁନିଆରେ ଆଉକିଛି ବଡ ଦୁଃଖ ନ ଥାଏl ଶାସ୍ତ୍ରରେ କୁହାଯାଇଛି ଖରାପ ସମୟ ଆସିଲେ ମଣିଷ ଋଣଭାରର ସାମ୍ନା ହୋଇଥାଏ l

Continue Readingଋଣଭାରକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ବାସ୍ତୁ ଉପାୟ 

ଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦ 

  • Post category:କ୍ରୀଡା
  • Reading time:1 mins read

ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ଚତୁର୍ଥ ମୁକାବିଲା। କ୍ରମାଗତ ଭାରତ ପ୍ରଥମ ଦୁଇଟି ମ୍ୟାଚ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ସେହି ବିଜୟ ଧାରାକୁ ଅଷ୍ଟ୍ରେଲିଆ ଭାଙ୍ଗି ଦେଇଥିଲା।

Continue Readingଆଜି ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟ୍ବେଣ୍ଟି-୨୦