ଶରୀର ପାଇଁ ଲାଭକାରୀ ଭେଣ୍ଡି, ଦୂର ହୁଏ ଅନେକ ସମସ୍ୟା 

ଭେଣ୍ତି ଏକ ଭଲ ପରିବା । ଏହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି।କିନ୍ତୁ ଆପଣ ଜାଣିଛନ୍ତି କି ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ ?  ଏହି ପରିବା ଖାଇବା ଦ୍ବାରା ଆପଣଙ୍କୁ କେତେକ ରୋଗ ଛୁଏଁ ନାହିଁ।

Continue Readingଶରୀର ପାଇଁ ଲାଭକାରୀ ଭେଣ୍ଡି, ଦୂର ହୁଏ ଅନେକ ସମସ୍ୟା 

ବୁଧବାର ଦିନ ଆପଣାନ୍ତୁ ଏହିସବୁ ଉପାୟ, ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ବ୍ୟବସାୟରେ ମିଳିବ ସଫଳତା 

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଦେବାଦେବୀଙ୍କୁ ଉତ୍ସର୍ଗ କରାଯାଇଥାଏ। ଯେପରି ବୁଧବାର ଦିନ ଭଗବାନ ଗଣେଶ ଏବଂ ମା ଦୁର୍ଗାଙ୍କୁ ଉତ୍ସର୍ଗ କରାଯାଇଛି। ଏହା ବ୍ୟତୀତ ବୁଧ ଗ୍ରହ ମଧ୍ୟ ବୁଧବାର ସହିତ ଜଡିତ ।

Continue Readingବୁଧବାର ଦିନ ଆପଣାନ୍ତୁ ଏହିସବୁ ଉପାୟ, ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ବ୍ୟବସାୟରେ ମିଳିବ ସଫଳତା 

ସାମ୍ନାକୁ ଆସିଲା ଫିଲ୍ମ ‘କାନ୍ତାରା ଚାପ୍ଟର ୧’ ର ଟିଜର, ଦେଖନ୍ତୁ ଭିଡି଼ଓ 

କାନ୍ତାର ଅପାର ସଫଳତା ପରେ ନିର୍ମାତାମାନେ ବର୍ତ୍ତମାନ ଫିଲ୍ମର ପରବର୍ତ୍ତୀ ଅଂଶ, ‘କାନ୍ତାରା ଚାପ୍ଟର ୧’  ଆସୁଛି| ନିକଟରେ ଏହି ଚଳଚ୍ଚିତ୍ର ଘୋଷଣା କରାଯାଇଥିବା ବେଳେ ଫିଲ୍ମର ପ୍ରଥମ ଲୁକ୍ ଏବଂ ଟିଜର ରିଲିଜ୍ ହୋଇଛି| ଯାହା ବେଶ୍‌ ଚମତ୍କାର ରହିଛି।

Continue Readingସାମ୍ନାକୁ ଆସିଲା ଫିଲ୍ମ ‘କାନ୍ତାରା ଚାପ୍ଟର ୧’ ର ଟିଜର, ଦେଖନ୍ତୁ ଭିଡି଼ଓ 

DRDOରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ 

ଚାକିରି ଅନୁସନ୍ଧାନରେ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ରେ ନିଯୁକ୍ତି ସୁଯୋଗ। ଏନେଇ ଡିଆରଡିଓ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Continue ReadingDRDOରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ 

ବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ  

  • Post category:କ୍ରୀଡା
  • Reading time:1 mins read

ବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। ଆଉ ୨ ବର୍ଷ ଚୁକ୍ତି ବଢ଼ାଇବାକୁ ଚିନ୍ତା କରୁଛି ବିସିସିଆଇ। କିନ୍ତୁ ଏନେଇ କୌଣସି ନୀତିଗତ ନିଷ୍ପତ୍ତି ହୋଇନାହିଁ।

Continue Readingବଢ଼ିପାରେ ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ  

ଟ୍ରେନ ଖାଦ୍ୟ ଖାଇ ଅସୁସ୍ଥ ଯାତ୍ରୀ : ୮୦ ଜଣ ହସ୍ପିଟାଲରେ ଭର୍ତ୍ତି 

ଚେନ୍ନାଇରୁ ପୁଣେ ଆସୁଥିବା ଭାରତ ଗୌରବ ଯାତ୍ରୀ ଟ୍ରେନ୍‌ରେ ରେଳବାଇରେ ଖାଦ୍ୟ ଖାଇବା ଦ୍ୱାରା ୮୦ ଜଣ ଲୋକ ଅସୁସ୍ଥ ହୋଇପଡିଛନ୍ତି।

Continue Readingଟ୍ରେନ ଖାଦ୍ୟ ଖାଇ ଅସୁସ୍ଥ ଯାତ୍ରୀ : ୮୦ ଜଣ ହସ୍ପିଟାଲରେ ଭର୍ତ୍ତି 

ବାଣୀବିହାର ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା: ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ

  • Post category:ଓଡିଶା
  • Reading time:1 mins read

ବାଣୀବିହାର ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ। ଖବର ଅନୁଯାୟୀ ଆଜି ସକାଳେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି।

Continue Readingବାଣୀବିହାର ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା: ସ୍କୁଟି ଆରୋହୀଙ୍କୁ ଚାପିଦେଲା ଟ୍ରକ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ୨୦ ଜଣିଆ ଟେକ୍ନିକାଲ୍ ଟିମ୍

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ଏଏସଆଇ ଓ ୨୦ ଜଣିଆ ଟେକ୍ନିକାଲ୍ ଟିମ୍। ପ୍ରଥମ ଦିନରେ ବାହାର ପଟ କାନ୍ଥର ୩୭ଟି ପଏଣ୍ଟର ସ୍କାନିଂ କରାଯାଇଛି।

Continue Readingଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ୨୦ ଜଣିଆ ଟେକ୍ନିକାଲ୍ ଟିମ୍

ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ

  • Post category:ଅପରାଧ
  • Reading time:1 mins read

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି।

Continue Readingଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଅଧିକାରୀ

ସ୍କୁଲ ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

  • Post category:ଓଡିଶା
  • Reading time:1 mins read

ଘରୋଇ ସ୍କୁଲ ଗାଡ଼ିରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ୭ଜଣ ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ।

Continue Readingସ୍କୁଲ ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ