ଗୋମାତାଙ୍କ ସୁରକ୍ଷା ପାଇଁ ଦୁଇ ଶହ ଗୋଶାଳା : ଗୃହରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କ ଘୋଷଣା
ଗୋମାତାଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ଘୋଷଣା। ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର।
ଗୋମାତାଙ୍କ ସୁରକ୍ଷା ପାଇଁ ସରକାରଙ୍କ ବଡ ଘୋଷଣା। ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର।
ବିଧାନସଭାରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଛି।
ନୋଏଡାରେ ଆଜି ସେମିକନ୍ ଇଣ୍ଡିଆ ଏକ୍ସପୋ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ।
ଭିଜିଲାନ୍ସ ହାତରେ ସହକାରୀ ଯନ୍ତ୍ରୀ। ଭଂଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।
ଓଡ଼ିଶାରେ ଚାଲିବ ତିନଟି ନୂତନ ବନ୍ଦେ ଭାରତ ଟ୍ରେନ। ଆଗାମୀ ୧୫ ତାରିଖରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହ ହେବ।
ଲଘୁଚାପ ପ୍ରଭାବରେ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ଆଜି ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ କ୍ଷୟକ୍ଷତି ଓ ଏହାର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି ।
ବିଷାକ୍ତ ଛତୁ ଖାଇ ଗୁରୁତର ହେଲେ ଗୋଟିଏ ପରିବାର। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖପୁରିପଟା ଗାଁରେ ଏହି ଘଟଣା ଘଟିଛି।
ପୂଜା ମଣ୍ଡପରେ ଖଣ୍ଡା ବୁଲାଇ ତିନ ଲୋକାଲ ଗୁଣ୍ଡା ଗିରଫ। ଭୁବନେଶ୍ୱର ଚକେଇସିଆଣି ଗଣେଶ ପୂଜା ମଣ୍ଡପରେ ମେଲୋଡ଼ି କାର୍ଯ୍ୟକ୍ରମରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଇବା ଅଭିଯୋଗରେ ତିନ ଲୋକାଲ ଗୁଣ୍ଡାକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ ।
ପରୀକ୍ଷାର୍ଥୀଙ୍କ ଓଏସଏସଏସସି ଅଫିସ ସାମ୍ନାରେ ଆନ୍ଦୋଳନ। ଆଜି ଶହଶହ ପରୀକ୍ଷାର୍ଥୀ ଭୁବନେଶ୍ବରର ଓଏସଏସଏସସି ଅଫିସ ଘେରାଓ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି ।
ଦୁଇ ପଡୋଶୀଙ୍କ ଭିତରେ ପୂର୍ବ ଶତ୍ରୁତାକୁ ନେଇ ଅଧ ରାତିରେ ଗଣ୍ଡଗୋଳ ହୋଇଛି। ବଲାଙ୍ଗୀର ସହର ମାଲଗୋଦାମ ପଡାର ଘଟଣା ।