କେଜ୍ରିୱାଲଙ୍କୁ ସର୍ତମୁଳକ ଜାମିନ  

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବିଚାର ବିଭାଗୀୟ ହାଜତରେ ଥିବା କେଜ୍ରିୱାଲଙ୍କୁ ଜୁନ ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

Continue Readingକେଜ୍ରିୱାଲଙ୍କୁ ସର୍ତମୁଳକ ଜାମିନ  

ଅକ୍ଷୟ ତୃତୀୟାରେ ଆସିଲା ଆଜ୍ଞାମାଳ, ଅନୁକୁଳ ହୋଇଛି ରଥକାଠ

  • Post category:ଓଡିଶା
  • Reading time:1 mins read

ପବିତ୍ର ଅକ୍ଷୟ ତୃତୀୟାରେ ଅନୁକୁଳ ହୋଇଛି ରଥକାଠ। ରଥ ନିର୍ମାଣ ପାଇଁ ଅନୁକୂଳ ହୋଇଛି ରଥକାଠ ।ଏଥିସହ ଆଜିଠାରୁ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ନୀତି ଆରମ୍ଭ ହୋଇଛି ।

Continue Readingଅକ୍ଷୟ ତୃତୀୟାରେ ଆସିଲା ଆଜ୍ଞାମାଳ, ଅନୁକୁଳ ହୋଇଛି ରଥକାଠ

ତେଲେଙ୍ଗାନାରେ ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ଶାହ 

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରୋଚକ ହେଉଛି। ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଉଭୟ ପକ୍ଷରୁ ବାକ ବିତଣ୍ଡା ବଢ଼ିବାରେ ଲାଗିଛି।

Continue Readingତେଲେଙ୍ଗାନାରେ ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ଶାହ 

ବିଜେଡ଼ିର ନିର୍ବାଚନୀ ଇସ୍ତାହାର ଜାରି, ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ ?  

ଆଜି ସନ୍ଧ୍ୟାରେ ଜାରି ହୋଇଛି ବିଜେଡିର ନିର୍ବାଚନୀ ଇସ୍ତାହାର | ଏହି ଇସ୍ତାହାର ଓଡ଼ିଶାର ଇତିହାସ ଲିପିବଦ୍ଧ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Continue Readingବିଜେଡ଼ିର ନିର୍ବାଚନୀ ଇସ୍ତାହାର ଜାରି, ଜାଣନ୍ତୁ କ’ଣ ରହିଛି ମୁଖ୍ୟାଂଶ ?  

‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ପୁରସ୍କାର

  • Post category:ଓଡିଶା
  • Reading time:1 mins read

ଲୋକକଳା ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ଗୁରୁବାର ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Continue Reading‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାଗବତ ପ୍ରଧାନ ଓ ପଟ୍ଟଚିତ୍ର କଳାକାର ବିନୋଦ ମହାରଣାଙ୍କୁ ପଦ୍ମଶ୍ରୀ ପୁରସ୍କାର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଚଳଚଞ୍ଚଳ ରାଜଧାନୀ, ସୁରକ୍ଷା ସ୍ଥିତି ଯାଂଚ କଲେ ବ୍ଲାକ୍ କ୍ୟାଟ କମାଣ୍ଡୋ

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ।

Continue Readingପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଚଳଚଞ୍ଚଳ ରାଜଧାନୀ, ସୁରକ୍ଷା ସ୍ଥିତି ଯାଂଚ କଲେ ବ୍ଲାକ୍ କ୍ୟାଟ କମାଣ୍ଡୋ

ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ପଡିଲା ମହଙ୍ଗା: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ

  • Post category:ଓଡିଶା
  • Reading time:1 mins read

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ । ବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ମାମଲାରେ ୫ ହଜାର ଟଙ୍କା ଫାଇନ ହୋଇଛି।

Continue Readingବିନା ସୂଚନାରେ ହେଲିକପ୍ଟର ଅବତରଣ କରିବା ପଡିଲା ମହଙ୍ଗା: ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହେଲିକପ୍ଟରକୁ ୫ ହଜାର ଟଙ୍କା ଫାଇନ

ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ,୩ ଗୁରୁତର

ତାମିଲନାଡୁ ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ଭୟାନକ ବିସ୍ଫୋରଣ। ବିସ୍ଫୋରଣରେ ୫ ମହିଳାଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Continue Readingବାଣ କାରଖାନାରେ ବିସ୍ଫୋରଣ: ୮ ମୃତ,୩ ଗୁରୁତର

ରାଜ୍ୟରେ କାଳବୈଶାଖୀ ବର୍ଷା: ଆଗାମୀ ୫ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଜାରି ରହିବ ବର୍ଷା

  • Post category:ଓଡିଶା
  • Reading time:1 mins read

ଆଜିଠୁ ବଢିବ ବର୍ଷା । ବିଜୁଳି, ଘଡଘଡି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିଛି । କାଳବୈଶାଖୀ ଯୋଗୁଁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି ।

Continue Readingରାଜ୍ୟରେ କାଳବୈଶାଖୀ ବର୍ଷା: ଆଗାମୀ ୫ ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଜାରି ରହିବ ବର୍ଷା

ବଜାରରେ ବୁଲୁଛି ବିଜେଡିର ଏକ୍ସପାଏରୀ ସ୍କାନର

ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜେଡି ଓ ବିଜେପି ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ନିର୍ବାଚନୀ ପ୍ରଚାର ସଭାରେ ବିଜେଡି ସରକାରର ଏକ୍ସପାଏରୀ ସମୟ ଆସିଲାଣି ବୋଲି ମନ୍ତବ୍ୟ ରଖିଥିଲେ |

Continue Readingବଜାରରେ ବୁଲୁଛି ବିଜେଡିର ଏକ୍ସପାଏରୀ ସ୍କାନର