‘ମର୍ଦ୍ଦାନି-୩’ ସିନେମାକୁ ନେଇ ଚର୍ଚ୍ଚାରେ ରାଣୀ ମୁଖାର୍ଜୀ

ମର୍ଦ୍ଦାନି-୩' ସିନେମାକୁ ନେଇ ଚର୍ଚ୍ଚାରେ ଥିଲେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ତେବେ ଏବେ ଏହି ସିନେମାରେ କାମ କରିବା ପାଇଁ ରାଣୀ ମୁଖାର୍ଜୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜଣାପଡ଼ିଛି।

Continue Reading‘ମର୍ଦ୍ଦାନି-୩’ ସିନେମାକୁ ନେଇ ଚର୍ଚ୍ଚାରେ ରାଣୀ ମୁଖାର୍ଜୀ

ଓଡ଼ିଶାକୁ ନାହିଁ ବାତ୍ୟା ବିପଦ

  • Post category:ଓଡିଶା
  • Reading time:1 mins read

ଓଡ଼ିଶାକୁ ନାହିଁ ବାତ୍ୟା ମିଗଜାଉଂ ବିପଦ। ତାମିଲନାଡୁରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁପାରେ ବାତ୍ୟା ମିଗଜାଉଂ। ସୂଚନା ଦେଲା ପାଣିପାଗ ବିଭାଗ।

Continue Readingଓଡ଼ିଶାକୁ ନାହିଁ ବାତ୍ୟା ବିପଦ

ଶେଷ ହେଲା ପୁରୀ ଶ୍ରୀମନ୍ଦିର ଲେଜର ସ୍କାନିଂ

  • Post category:ଓଡିଶା
  • Reading time:0 mins read

ଶେଷ ହେଲା ପୁରୀ ଶ୍ରୀମନ୍ଦିର ଲେଜର ସ୍କାନିଂ। ଲେଜର ସ୍କାନିଂ ସଂପୂର୍ଣ୍ଣ ହୋଇଥିବା ନେଇ କହିଲେ ଏଏସଆଇ ଅଧୀକ୍ଷକ।

Continue Readingଶେଷ ହେଲା ପୁରୀ ଶ୍ରୀମନ୍ଦିର ଲେଜର ସ୍କାନିଂ

୫୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଆଜି ନିଯୁକ୍ତପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

୫୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଆଜି ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେବେ।

Continue Reading୫୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଆଜି ନିଯୁକ୍ତପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ନିୟମିତ ପିଅନ୍ତୁ ସପୁରୀ ଜୁସ୍, ଶରୀରକୁ ରଖେ ଫିଟ୍ 

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ପରିସ୍ଥିତିରେ ଶରୀରରେ ଭିଟାମିନ୍ ଏବଂ ମିନେରାଲ୍ସ ଅଭାବ ହେବା ଉଚିତ୍ ନୁହେଁ ।

Continue Readingନିୟମିତ ପିଅନ୍ତୁ ସପୁରୀ ଜୁସ୍, ଶରୀରକୁ ରଖେ ଫିଟ୍ 

ପ୍ରତ୍ୟାହାର ହେଲା ବସ ଧର୍ମଘଟ ନିଷ୍ପତ୍ତି 

  • Post category:ଓଡିଶା
  • Reading time:1 mins read

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କର୍ମକର୍ତ୍ତା ଓ ରାଜ୍ୟ ସରକାରଙ୍କ ସହ ବୁଧବାର ହୋଇଥିବା ଆଲୋଚନା ସଫଳ ହୋଇଛି।

Continue Readingପ୍ରତ୍ୟାହାର ହେଲା ବସ ଧର୍ମଘଟ ନିଷ୍ପତ୍ତି 

ପ୍ଲାନେଟ ସଲ୍ୟୁସନ ଏମଡିଙ୍କ ୪୩ତମ ଜନ୍ମଦିବସ ପାଳିତ 

  • Post category:ଓଡିଶା
  • Reading time:1 mins read

: ଆଜି ପ୍ଲାନେଟ ସଲ୍ୟୁସନ କାର୍ଯ୍ୟାଳୟ ପରିସରରେ ଏହାର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗପତି ସତ୍ୟଜିତ ମହାନ୍ତିଙ୍କର ୪୩ତମ  ଜନ୍ମଦିନ ପାଳନ କରାଯାଇଛି |

Continue Readingପ୍ଲାନେଟ ସଲ୍ୟୁସନ ଏମଡିଙ୍କ ୪୩ତମ ଜନ୍ମଦିବସ ପାଳିତ 

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ 

  • Post category:ଓଡିଶା
  • Reading time:1 mins read

ଭିଜିଲାନ୍ସ ଜାଲରେ ପୁଣି ଜଣେ ରାଜସ୍ବ ନିରୀକ୍ଷକ। ଜଣେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ।

Continue Readingଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ