ଫୁଟବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ୬୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଫୁଟବଲ ଖେଳରେ ସେ ଥିଲେ ଏକ କିମ୍ବଦନ୍ତୀ । ତାଙ୍କ ସ୍ମୃତିକୁ ସର୍ବଦା ମନେ ରଖିବା ପାଇଁ ଏକ ବିଶାଳ ପ୍ରତିମୂର୍ତ୍ତି ତିଆରି କରାଯିବ ବୋଲି ଘୋଷଣା କରିଛନ୍ତି ଗୋଆ ସରକାର । ଆସନ୍ତା ବର୍ଷ ମୂର୍ତ୍ତି ସ୍ଥାପନ ପାଇଁ ଯୋଜନା କରିଛନ୍ତି ସରକାର । ଏହି ପ୍ରତିମାର ଓଜନ ୩୫୦ କିଲୋଗ୍ରାମ ହୋଇଥିବା ବେଳେ ଫୁଟବଲ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ୨୦୧୮ ରେ ମାରାଡେନଙ୍କ ମୂର୍ତ୍ତି ତିଆରି କରାଯିବା ନେଇ ଘୋଷଣା କରିଥିଲେ ବିଧାୟକ ମାଇକେଲ ଲୋବୋ । ପୂର୍ବରୁ ମାରାଡେନଙ୍କ ପ୍ରତିମୂର୍ତ୍ତି ମହାରାଷ୍ଟ୍ରର ଜଣେ କଳାକାର ନିର୍ମାଣ ତିଆରି କରୁଥିବା ସୂଚନା ମିଳିଛି ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ