ଝାରସୁଗୁଡା୦୭/୦୨, ମନ୍ତ୍ରୀ ନବ ଦାସଙ୍କୁ କେମିତି ହତ୍ୟା କରିଥିଲା ତାହା ଦେଖାଇଲା ଗୋପାଳ ଦାସ । ସେଥିପାଇଁ କ୍ରାଇମ ସ୍ପଟକୁ ଗୋପାଳକୁ ନିଆଯାଇଛି । ଘଟଣା ସ୍ଥଳରେ ବ୍ରଜରାଜନଗର ପୋଲିସ ଓ ଫୋର୍ସ ମୁତୟନ ରହିଛନ୍ତି । କ୍ରାଇମବ୍ରାଞ୍ଚ୍ ଟିମ୍ ମଧ୍ୟ ଉପସ୍ଥିତ ରହି ଡେମୋ ଦେଖିଛନ୍ତି । ଖେଳଣା ବନ୍ଧୁକ ଧରି ମାରିବାର ଡେମୋ ଦେଖାଇଲା ଗୋପାଳ । କେମିତି ଆସିଲା,କେମିତି ଫାୟାର କଲା ଓ ପୁଣି କେମିତି ଚାଲିଗଲା । ସେସବୁର ଡେମୋ ଦେଖାଇଲା ଗୋପାଳ । ପ୍ରାୟ ୪୦ /୪୫ ମିନିଟ ଧରି ଚାଲିଥିଲା ହତ୍ୟାର ଡେମୋ । କ୍ରାଇମବ୍ରାଞ୍ଚ ଟିମ ଆଗରେ ମଧ୍ୟ ଗୁଳି ମାଡ ଘଟଣା ବଖାଣିଥିଲା ଗୋପାଳ ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ