ଭୁବନେଶ୍ୱର (୪.୧୦.୨୨) : ଓଡିଶାରେ ହେବାକୁ ଥିବା ହକି ବିଶ୍ୱକପ ପାଇର୍ ୨ ଜଣ ଓଏସଡିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଦୁଇ ଜଣ ଆଇଏଏସ୍ ଅଫିସର ଭୁପିନ୍ଦର ସିଂ ପୁନିଆ ଓ ରଘୁ ଜୀଙ୍କୁ ଅଫିସର ଅନ୍ ସ୍ପେସାଲ୍ ଡ୍ୟୁଟି ଭାବରେ ନିଯୁକ୍ତି ମିଳିଛି । ହକି ବିଶ୍ୱକପ ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାରେ ଖେଳାଯିବ । ଭୁବନେଶ୍ୱର ପାଇଁ ରଘୁ ଜୀଙ୍କୁ ଓଏସଡି ଭାବରେ ନିଯୁକ୍ତି ମିଳିଛି । ସେହିପରି ରାଉରକେଲା ପାଇଁ ଭୁପିନ୍ଦର ସିଂ ପୁନିଆଙ୍କୁ ମିଳିଛି ନିଯୁକ୍ତି । ଭୁପିନ୍ଦର ସିଂ ପୁନିଆ ଏବେ ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ସେହିପରି ରଘୁ ଜୀ ଏବେ କଟକରେ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଅଛନ୍ତି । ଏସବୁ ଦାୟିତ୍ୱ ସହ ହକି ବିଶ୍ୱକପ୍ର ଓଏସଡି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ