ଇଂଲଣ୍ଡ: ପୂର୍ବତନ ଇଂଲଣ୍ଡ କ୍ରିକେଟର ରବିନ ଜ୍ୟାକମାନଙ୍କ ପରଲୋକ ଘଟିଛି । ଯାହାକି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ମୃତୁ୍ୟ ସମୟରେ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଳା । ରବିନ ଶିମଲାରେ ଜନ୍ମଗ୍ରହଣ କରିଥିଲେ । ରବିନ ଇଂଲଣ୍ଡ ପାଇଁ ୪ଟି ଟେଷ୍ଟ ଓ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଇଂଲଣ୍ଡ ଟିମରୁ ବିଦାୟ ନେବା ପରେ ସେ ଦକ୍ଷିଣ ଆଫ୍ରିକାରୁ ନିଜ ଭାଷ୍ୟକାର କ୍ୟାରିୟର ଆରମ୍ଭ କରିଥିଲେ। ସେ କ୍ରିକେଟର ଏବଂ ଭାଷ୍ୟକାର ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ବିୟୋଗରେ ଆଇସିସ ସମେତ ଅନେକ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ