ନୂଆଦିଲ୍ଲୀ (୫.୧୦.୨୨) : କିଟ ବିଶ୍ୱବିଦ୍ୟାଳୟ ଛାତ୍ରୀ ଆଫ୍ରିକାର ସବୁଠାରୁ ଉଚ୍ଚା ପର୍ବତରେ ତିରଙ୍ଗା ପତାକା ଉଡାଇଛନ୍ତି । ସମୁଦ୍ର ପତନ ଠାରୁ ସବୁଠାରୁ ଅଧିକ ଉଚ୍ଚ ପର୍ବତ ମାଉଣ୍ଟ କିଲିମାନଜାରୋରେ ତିରଙ୍ଗା ସହ କିଟ ବିଶ୍ୱବିଦ୍ୟାଳୟ ପତାକା ମଧ୍ୟ ଉଡାଇଛନ୍ତି । ଆଜି ଭାରତୀୟ ସମୟ ସକାଳ ୭ଟାରେ ସେ ତିରଙ୍ଗା ଓ କିଟ୍ ଧ୍ଵଜା ଉଡ଼ାଇଥିଲେ । ୟାସିନ୍ ୨୦୧୯ରେ କିଟ୍ରୁ ଶିକ୍ଷା ସମାପ୍ତ କରିଥିଲେ । ଏଥି ସହିତ ସେ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଭଗବାନ ମହାବୀରଙ୍କ ଅହିଂସା ଧର୍ମକୁ ଅନୁସରଣ କରି ବିଶ୍ୱ ପାରସ୍ପରିକ ପାର୍ଥକ୍ୟର ମୁକାବିଲା କରିବା ଉଚିତ ବୋଲି ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି । ଏହା ବିଶ୍ୱର ବିକାଶରେ ସହାୟକ ହେବ । ମାଉଣ୍ଟ କିଲିମାନଜାରୋ ତାଞ୍ଜାନିଆର ଏକ ସୁପ୍ତ ଆଗ୍ନେୟଗିରି । ଏହା ଆଫିକ୍ରାର ସର୍ବୋଚ୍ଚ ପର୍ବତ ଏବଂ ପୃଥିବୀର ସମୁଦ୍ର ପତନଠାରୁ ସର୍ବୋଚ୍ଚ ମୁକ୍ତ ପର୍ବତ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା