ଲଗାତାର ୩ଟି ମ୍ୟାଚ ହାରିବାପରେ ଚେନ୍ନାଇ ସୁପର କିଙ୍ଗସର ବିଜୟ

ଲଗାତାର ୩ଟି ଆଇପିଏଲ ମ୍ୟାଚ ହାରିବା ପରେ ଚେନ୍ନାଇ ସୁପର କିଙ୍ଗସ୍ ଗତକାଲି ମ୍ୟାଚରେ କିଙ୍ଗସ୍ ଏକ୍ସଆଇ ପଞ୍ଜାବକୁ ହରେଇ ଗତକାଲି ହୋଇଥିବା ମ୍ୟାଚରେ ୧୮୧ରନ୍ ଏବଂ ୧୦ ୱିକେଟ୍ ବ୍ୟୟରେ ମ୍ୟାଚ୍‌କୁ ଜିତିଛି । ଫାଫ୍ ଡୁ ପ୍ଳେସିସ୍ ଏବଂ ସେନ୍ ୱାଟସନଙ୍କ ସୁଦୃଢ଼ ପାର୍ଟନରସିପ୍ ଦ୍ୱାରା ସେମାନେ ଦୁଇଜଣ ସମୁଦାୟ ୧୮୧ ରନ କରି ଏହି ମ୍ୟାଚ୍‌କୁ ଜିତାଇଛନ୍ତି । ସେନ ସ୍ୱାଟସନ ୮୩ ରନ ୫୩ ବଲରେ ଏବଂ ଫାଫ୍ ଡୁପ୍ଳେସିସ୍ ୮୩ରନ୍ ୫୩ ବଲରେ କରିଛନ୍ତି ।

Leave A Reply

Your email address will not be published.