ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବିଗ୍ ବି 

ଅଯୋଧ୍ୟାରେ ପହଞ୍ଚିଛନ୍ତି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ। ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବା ସହିତ ଏକ ଅଳଙ୍କାର ଶୋ’ରୁମର ଉଦଘାଟନ କରିବେ ବିଗ୍ ବି ଅମିତାଭ ବଚ୍ଚନ। ଏଥିସହ ଅଯୋଧ୍ୟା କମିଶନରଙ୍କୁ ମଧ୍ୟ ଭେଟିବେ ବିଗ୍ ବି।

Continue Readingଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କଲେ ବିଗ୍ ବି 

ବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ୍‌ ପ୍ରୀତ୍ ଓ ଜ୍ୟାକି ଭାଗ୍‌ନାନୀ, ସାମ୍ନାକୁ ଆସିଲା ତାରିଖ 

ଦୀର୍ଘ ଦିନ ଧରି ବଲିଉଡ଼ ଅଭିନେତ୍ରୀ ରକୁଲ୍‌ ପ୍ରୀତ୍ ସିଂହ ଓ ନିର୍ଦ୍ଦେଶକ ତଥା ଅଭିନେତା ଜ୍ୟାକି ଭାଗ୍‌ନାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଉଭୟ ୨୦୨୩ରେ ବିବାହ କରିବା ନେଇ ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

Continue Readingବହୁତ ଜଲଦି ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ୍‌ ପ୍ରୀତ୍ ଓ ଜ୍ୟାକି ଭାଗ୍‌ନାନୀ, ସାମ୍ନାକୁ ଆସିଲା ତାରିଖ 

ଭାଣିଜୀଙ୍କ ସହ କେକ୍ କାଟି ବର୍ଥ ଡେ ସେଲିବ୍ରେଟ୍‌ କଲେ ସଲମାନ, ଭାଇରାଲ ହେଉଛି ଭିଡ଼ିଓ 

ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ନିଜର ୫୮ତମ ଜନ୍ମଦିନ ପରିବାର ସହ ପାଳନ କରୁଛନ୍ତି । ଆଜି ଦିନରେ ବଲିଉଡର ଅନେକ କଳାକାର ତଥା ପ୍ରଶଂସକମାନେ ସଲମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Continue Readingଭାଣିଜୀଙ୍କ ସହ କେକ୍ କାଟି ବର୍ଥ ଡେ ସେଲିବ୍ରେଟ୍‌ କଲେ ସଲମାନ, ଭାଇରାଲ ହେଉଛି ଭିଡ଼ିଓ