You are currently viewing ଠେଲାପେଲାରେ ୨ଭକ୍ତ ଆହାତ

ଠେଲାପେଲାରେ ୨ଭକ୍ତ ଆହାତ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ)୧୫/୦୧, ଗତକାଲି ବଡମ୍ବା ଗୋପୀନାଥପୁର ଟି-ବ୍ରିଜରେ ଦଳଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣରୁ ଶ୍ରୀମନ୍ଦିରରେ ପୁଣି ଠେଲାପେଲା । ମହାପ୍ରଭୁଙ୍କ ଦର୍ଶନ ବେଳେ ବାହାରକାଠ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୨ ଜଣ ଭକ୍ତ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ହୋଇଥିଲା । ଏପିରିକି ଦୁଇ ଜଣ ଭକ୍ତ ଅଣନିଃଶ୍ବାସୀ ହେବା ସହ ତଳେ ପଡି ଆହତ ହୋଇଛନ୍ତି । ଆହତ ଦୁଇଜଣ ହେଲେ ସୁଲୋଚନା ସାହୁ ଓ ଦିବ୍ୟା ସାହୁ । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉଭୟ ଭର୍ତ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।