You are currently viewing ପରୀକ୍ଷାର୍ଥୀଙ୍କ OSSSC ଅଫିସ ଘେରାଓ : କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ପରୀକ୍ଷାର୍ଥୀଙ୍କ OSSSC ଅଫିସ ଘେରାଓ : କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗ

ଏଏନଏସ : ପରୀକ୍ଷାର୍ଥୀଙ୍କ ଓଏସଏସଏସସି  ଅଫିସ ସାମ୍ନାରେ ଆନ୍ଦୋଳନ। ଆଜି ଶହଶହ ପରୀକ୍ଷାର୍ଥୀ  ଭୁବନେଶ୍ବରର ଓଏସଏସଏସସି ଅଫିସ ଘେରାଓ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଏହି ଅଭିଯୋଗର ଓଏସଏସଏସସି ଅଫିସ ଘେରାଉ କରି ଶହ ଶହ ପରୀକ୍ଷାର୍ଥୀ ଦାବି କରିଛନ୍ତି ଯେ ଅଫଲାଇନରେ ପୁନଃ ପରୀକ୍ଷା କରାଯାଉ।

ଅନ୍ୟମାନଙ୍କୁ ଜଣାନ୍ତୁ।