Sign in
Sign in
Recover your password.
A password will be e-mailed to you.
ଜୁଲାଇ୫ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,
Browsing Category
ଦେଶ-ବିଦେଶ
ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ
ନୂଆଦିଲ୍ଲୀ (ଏଏନଏସ)୧୪/୦୬,ସେନାରେ ଭର୍ତ୍ତି ପାଇଁ ଅଗ୍ନିପଥ ଯୋଜନା । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଗ୍ନିପଥ ଯୋଜନାର ଘୋଷଣା କରିଛନ୍ତି । ଏଥିରେ ଯୁବକମାନଙ୍କୁ ସ୍ୱଳ୍ପ ଅବଧିର ଚାକିରିର ସୁଯୋଗ ମିଳିବ । ଏହି ଯୋଜନାରେ ଯୁବଶକ୍ତି ଶସ୍ତ୍ର ବାହିନୀରେ ଯୋଗ ଦେଇ ଦେଶର ସେବା…
ବୋରୱେଲରେ ବାଳକ
ଛତିଶଗଡ୧୩/୦୬, ଛତିଶଗଡ କାଞ୍ଜଗିରି – ଚାମ୍ପାର ପରିହ୍ରିଡ ଗାଁରେ ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୂଚନାରୁ ପ୍ରକାଶ ଯେ ଶୁକ୍ରବାର ଦ୍ୱିପହର ସମୟରେ ୧୧ ବର୍ଷର ନାବାଳକ ରାହୁଲ ସାହୁ ଏକ ବୋରୱେଲରେ ଖସିପଡିଥିଲେ । ତାଙ୍କ ଘର ବାରିପଟେ ଜମିରେ ପାଣି ମଡାଇ ବୋରୱେଲ ଖୋଳିଥିଲେ । ପାଣି…
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ରାହୁଲ
ନୂଆଦିଲ୍ଲୀ ୧୩/୦୬, ନ୍ୟାସନାଲ ହେରାଲ୍ଟ ମନି ଲଣ୍ଟରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ନେତା ଓ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଯାଉଛନ୍ତି ରାହୁଲ…
ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ତାରିଖ ।
ନୂଆଦିଲ୍ଲୀ ୦୯/୦୬, ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତିଙ୍କୁ ବିଧାନସଭାର ବିଧାୟକ ଓ ସଂସଦର ସାଂସଦ ମାନେ ନିର୍ବାଚିତ କରିବେ । ଯେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଯିବ ସେ ପ୍ରାର୍ଥୀ…
ଆଜି ହେବ ନିର୍ବାଚନ ତାରିଖ ଘୋଷଣା
ଦିଲ୍ଲୀ୦୯/୦୬, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ଶେଷ ହୋଇଯାଉଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଦେଶ ଜଣେ ନୂତନ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରାଇବ । ଜୁଲାଇ ୨୫ ତାରିଖରେ ଶେଷ ହେବାକୁ ଯାଉଛି ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଅବଧି ।…
କୁକୁରକୁ ଉଠାଇନେଲା ବାଘ, ଦେଖନ୍ତୁ ଭିଡ଼ିଓ
ମହାରାଷ୍ଟ୍ର ନାସିକର ଏକ ଗାଁରେ ଏକ କଲରାପତରିଆ ବାଘ ଜନବସତି ଅଞ୍ଚଳକୁ ପଶି ଆସିଥିଲା, ଯାହାର ଦୃଶ୍ୟ ଏବେସିସିଟିଭି କ୍ୟାମେରାରେ କଏଦ ହୋଇଛି। ବାଘଟି ଏକ ପୋଷା କୁକୁର ଉପରେ ମଧ୍ୟ ଆକ୍ରମଣ କରିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭୟଙ୍କର ଘଟଣାର ଭିଡିଓ ୟୁଜରମାନଙ୍କ ହୋଶ୍…
ଆରପାରିରେ ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣକୁମାର କୁନ୍ନାଥ
ମୁମ୍ବାଇ ୦୧/୦୬,ଆରପାରିରେ ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନ୍ନାଥ। ସୂଚନାଯୋଗ୍ୟ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି। ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ଖବର ଅନୁଯାୟୀ କୋଲକାତାରେ ନଜରୁଲ ମଞ୍ଚ ଗୁରଦାସ କଲେଜ…
ପ୍ରକାଶ ପାଇଲା ୟୁପିଏସି -୨୦୨୧ ରେଜଲ୍ଟ ।
ନୂଆଦିଲ୍ଲୀ ୩୦/୦୫, ପ୍ରକାଶ ପାଇଛି ୨୦୨୧ ମସିହାର ସିଭିଲ ସର୍ଭିଷ ପରୀକ୍ଷା ଫଳ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ୬୮୫ ଜଣ । ୬୮୫ ଜଣଙ୍କ ମଧ୍ୟରୁ ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଇଡବ୍ଲ୍ୟୁଏସ ବର୍ଗରେ ୭୩ ଜଣ,ଓବିସିରେ ୨୦୩ ଜଣ, ଅନୂସୁଚିତ ଜାତିରେ ୧୦୫ ଓ ଜନଜାତିରେ…
ମଙ୍କିପକ୍ସକୁ ନେଇ ବଢିଲା ଚିନ୍ତା
ନୂଆଦିଲ୍ଲୀ ୨୯/୦୫ : ଭାରତରେ ଚିହ୍ନଟ ହେଲା ଓମିକ୍ରନର ଭାରିଆଣ୍ଟ B.A-4 ଓ B.A-5 ଆଉ କିଛି ମାମଲା । ମହାରାଷ୍ଟ୍ର ପୁଣେରୁ B.A-4 ର ୪ଟି ମାମଲା ଓ B.A-5 ର ୩ଟି ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଚିହ୍ନଟ ବ୍ୟକ୍ତିମାନଙ୍କ…
ଆସିବ ସୁପର ସାଇକ୍ଲୋନ
ଭୁବନେଶ୍ୱର(ଏଏନଏସ)୨୮/୦୫, ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଭାରତ ଗଭୀର ପ୍ରଭାବର ସମ୍ମୁଖୀନ ହେବ । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ବଢିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ । ୨୦୨୦ରେ ଆସିଥିବା ସୁପର ସାଇକ୍ଲୋନ ଅମ୍ଫନକୁ ଗବେଷଣା କରି ଏହି ତଥ୍ୟ ଜାରି…