ରାଉରକେଲାରେ ଆରମ୍ଭ ସେରୋ ସର୍ଭିଲାନ୍ସ ଟେଷ୍ଟ

ରାଉରକେଲା, ଆଜିଠାରୁ ରାଉରକେଲା ସହରରେ ଆରମ୍ଭ ହୋଇଛି ସେରୋ ସର୍ଭିଲାନ୍ସ । ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣାଧିନ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସେରୋ ସର୍ଭିଲାନ୍ସ । ଏହି ସର୍ଭେ ନିମନ୍ତେ…

Continue Readingରାଉରକେଲାରେ ଆରମ୍ଭ ସେରୋ ସର୍ଭିଲାନ୍ସ ଟେଷ୍ଟ

ଚାନ୍ଦବାଲି ବିଧାୟକଙ୍କୁ କରୋନା

ଚାନ୍ଦବାଲି, ପୁଣି ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି।  ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନାରେ ଆକ୍ରାନ୍ତ ବୋଲି ନିଜେ ସୂଚନା ଦେଇଛନ୍ତି। ଟେଷ୍ଟ ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ସେ ନିଜେ…

Continue Readingଚାନ୍ଦବାଲି ବିଧାୟକଙ୍କୁ କରୋନା

କରୋନା ନେଲା ୧୦ ଜୀବନ

ଭୁବନେଶ୍ୱର, ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।…

Continue Readingକରୋନା ନେଲା ୧୦ ଜୀବନ

ଆଜି ୨୬୦୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ ଆଜି ୨୬୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ କୁ…

Continue Readingଆଜି ୨୬୦୨ ପଜିଟିଭ୍ ଚିହ୍ନଟ

ବନ୍ୟାରେ ଯାଇଛି ୧୭ଜୀବନ: ଏସଆରସି

ଭୁବନେଶ୍ୱର, ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା । ତେଣୁ ହୀରାକୁଦର ଗେଟ୍ ଖୋଲିବା ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି । ସେହି ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା…

Continue Readingବନ୍ୟାରେ ଯାଇଛି ୧୭ଜୀବନ: ଏସଆରସି

ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର, ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନା ପଜିଟିଭ୍ ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ସଙ୍ଗରୋଧରେ ଅଛନ୍ତି ବିଧାୟକ ।…

Continue Readingବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କୁ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଉଦବୋଧନ ଦେଇଛନ୍ତି । ସେ ନିଟ୍ ଓ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ସବୁ ପିଲା ଆମ ପରିବାରର ତେଣୁ କଷ୍ଟ ସମୟରେ ପିଲାଙ୍କ ସହ ରୁହନ୍ତୁ…

Continue Readingନିଟ୍ ଓ ଜେଇଇ ପରୀକ୍ଷାର୍ଥୀଙ୍କୁ ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିପଦ ସଂକେତ ଉପରେ ବନ୍ୟାଜଳ; ଲୋକେ ହନ୍ତସନ୍ତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ରାଜ୍ୟରେ ଲଘୁଚାପ କାରଣରୁ ଚାରିଆଡ଼େ ପାଣି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟର ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି। ଚାଷ ଜମି ନଷ୍ଟ ହେଲାଣି ତ କେଉଁଠି ଘରଦ୍ୱାର ଓ ଧନଜୀବନ କ୍ଷତି ଘଟିଲାଣି। ଏହାରି ମଧ୍ୟରେ…

Continue Readingବିପଦ ସଂକେତ ଉପରେ ବନ୍ୟାଜଳ; ଲୋକେ ହନ୍ତସନ୍ତ
Read more about the article ଆଜି ୧୨ ଜୀବନ ନେଲା ମହାମାରୀ କରୋନା
Hyderabad: Medical workers attend to a suspected coronavirus patient (L), who travelled from Dubai, as he is shifted to the isolation ward of Gandhi Hospital, in Hyderabad, Thursday, March 19, 2020. (PTI Photo)(PTI19-03-2020_000132B)

ଆଜି ୧୨ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ପାଇଛି…

Continue Readingଆଜି ୧୨ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ଆଜି ଲକ୍ଷେ ପାରିହେଲା ଆକ୍ରାନ୍ତଙ୍କ ସଂଖ୍ୟା; ପୁଣି ବାହାରିଲେ ୩୦୧୪ ପଜେଟିଭ୍

ଭୁବନେଶ୍ୱର, ରାଜ୍ୟରେ ହୁ ହୁ ହୋଇ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର ହୋଇଛି । ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩,୦୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

Continue Readingରାଜ୍ୟରେ ଆଜି ଲକ୍ଷେ ପାରିହେଲା ଆକ୍ରାନ୍ତଙ୍କ ସଂଖ୍ୟା; ପୁଣି ବାହାରିଲେ ୩୦୧୪ ପଜେଟିଭ୍