ଲୋକପ୍ରିୟ ଶୋ’ ସରେଗାମା ପା ଲିଟିଲ୍ ଚାମ୍ପ୍ସର ୨୦୨୦ ସିଜିନ୍ ଶେଷ ହୋଇସାରିଛି । ଏଥର କେରଳର କୁନି ଝିଅ ଆର୍ୟ୍ୟନନ୍ଦା ବାବୁ ଶୋ’ର ଚାମ୍ପିୟନ୍ ହୋଇଛନ୍ତି। ତାଙ୍କୁ ହିନ୍ଦୀ ଜଣାନଥିବା ପରେ ମଧ୍ୟ ହିନ୍ଦୀ ଗୀତ ଗାଇ ଶୋ’ ଜିତିବାରେ ସକ୍ଷମ ହୋଇଛନ୍ତି । ସେ ସମସ୍ତ ଘୋଷି ଘୋଷି ଗୀତ ମନେ ରଖୁଥିଲେ। ଏହା ପରେ ମଧ୍ୟ ସେ ଟାଇଟେଲ୍ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଏହି ଶୋ’ ଜିତିବା ପରେ ତାଙ୍କୁ ଅନେକ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିଛି ।
ଚିକିତ୍ସା ଅଭାବରୁ ମେଡିକାଲରେ ଚାଲିଗଲା ରୋଗୀଙ୍କ ଜୀବନମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ