ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଆଉ ଏକ ଫିଲ୍ମ କରିବାକୁ ଯାଉଛନ୍ତି, ଯାହାର ନାମ ହେଉଛି ‘ରାମ ସେତୁ’ । ଅକ୍ଷୟ ଫିଲ୍ମର ଫାଷ୍ଟ ଲୁକ୍ ଏବେ ଶେୟାର କରିଛନ୍ତି । ସେ ତାଙ୍କ ଟୁଇଟରରେ ଲେଖିଛନ୍ତି ଚଳିତ ବର୍ଷ ଦୀପାବଳିରେ ସମସ୍ତ ଭାରତୀୟଙ୍କ ଚେତନାରେ ଏକ ସେତୁ ନିର୍ମାଣ କରି ରାମଙ୍କ ଆଦର୍ଶକୁ ଜୀବିତ ରଖିବାକୁ ପ୍ରୟାସ କରାଯାଇଛି । ରାମ ସେତୁ ଟିମ୍ ପକ୍ଷରୁ ସେ ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ‘ରାମ ସେତୁ’ ଫିଲ୍ମର ଫାଷ୍ଟ ଲୁକ୍ରେ ଭଗବାନ ରାମଙ୍କ ସହ ଅକ୍ଷୟଙ୍କ ଛବି ଦେଖିବାକୁ ମିଳିଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା