ବିଗବସ ସିଜନ ୧୪ରେ ଟେଲି ଅଭିନେତ୍ରୀ ପବିତ୍ରାଙ୍କ ଯାତ୍ରା ଶେଷ ହୋଇଛି । ପ୍ରଥମରୁ ଏକ ଷ୍ଟ୍ରଙ୍ଗ କଣ୍ଟେଷ୍ଟାଣ୍ଟ ଭାବେ ଖେଳୁଥିଲେ ପବିତ୍ରା । ଗତ କିଛି ଦିନ ହେବ ତାଙ୍କର ଖେଳରେ ବେଶି ଯୋଗଦାନ ରହି ନ ଥିବାରୁ କମ ଭୋଟ ପାଇ ପବିତ୍ରାଙ୍କୁ ରବିବାର ୱିକେଣ୍ଡ କା ବାର ଏପିସୋଡରେ ବିଗବସଙ୍କ ଘରୁ ବାହାରିବାକୁ ପଡିଛି । ଶୋ ରେ ପବିତ୍ରା ଏବଂ ଏଜାଜଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ପବିତ୍ରାଙ୍କ ଏଭିକ୍ସନରେ ଏଜାଜ ବିଗବସରେ ଏବେ ଏକୁଟିଆ ହୋଇଯାଇଛନ୍ତି । ଏହି ଖବରରେ ପବିତ୍ରାଙ୍କ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ