ବର୍ତ୍ତମାନ ଅନଲକ ୬.୦ରେ ସିନେମା ହଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ପାଇଁ ବହୁତ ସମୟ ଧରି ବନ୍ଦ ରହିଥିଲା ସିନେମା ହଲ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁମତିରେ ଏବେ ସିନେମା ହଲ ଖୋଲାଯାଉଛି । ବହୁତ ଗୁଡିଏ ଫିଲ୍ମକୁ ସ୍ଥିର କରାଯାଇଛି ଯାହା ସିନେମା ହଲରେ ରିଲିଜ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ବଲିଉଡ ଅଭିନେତା ମନୋଜ ବାଜପାୟୀ, ଦିଲଜିତ ଏବଂ ଫାତିମା ସନା ଶେଖଙ୍କ କମେଡି ଫିଲ୍ମ ‘ସୂରଜ ପେ ମଙ୍ଗଲ ଭାରି’ ରିଲିଜ ହେବା ଲକ୍ଷ୍ୟରେ ରହିଛି । ଏହି ଫିଲ୍ମଟି ଦିପାବଳୀ ଅବସରରେ ସିନେମା ହଲରେ ରିଲିଜ ହେବ ।
ଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭANS NEWS SUPERFAST [email protected]ଗୋଟେ ଲିମିଟ୍ ଠାରୁ ଅଧିକ ଲୁଣ ସାଜିପାରେ ମୃତ୍ୟୁର କାରଣ