ଜାଣନ୍ତୁ ବିଗ୍‌ବସ୍ ୧୪ରେ ଭାଗନେଇଥିବା ପ୍ରତିଯୋଗୀଙ୍କ ନାମ…

ଅନେକ ଦିନର ପ୍ରତିକ୍ଷା ପରେ ବିଗ୍‌ବସ୍ ୧୪ ଆଜି ରାତି କଲର୍ସ ଟିଭିରେ ପ୍ରସାରିତ ହେବାକୁ ଯାଉଛି । ଏଥର ବିଗ୍‌ବସ୍ ଘରେ ପୂବ ର୍ସିଜନ୍ ଗୁଡିକ ଠାରୁ ଅଲଗା କିଛି ଦେଖିବାକୁ ମିଳିବ । ଯେପରି ଏଥର ସିଜନରେ ବିଗ୍‌ବସ୍‌ର ଘରେ ହିଁ ସ୍ପା, ଥିଏଟର , ରେସ୍‌ଟୁରାଣ୍ଟ,ସପିଙ୍ଗ ମଲ୍‌ର ସୁବିଧା ପ୍ରତିଯୋଗୀ ମାନଙ୍କୁ ଦିଆଯିବ ।
ଚଳିତ ବର୍ଷ ବିଗବସ୍ ସିଜନ ୍‌୧୪ରେ ଭାଗନେଇଥିବା ପ୍ରତିଯୋଗୀଙ୍କ ନାମ ହେଲା ଜାନ୍ କୁମାର ସାନୁ, ରୁବିନା ଦିଲାଇକ୍ ଏବଂ ଅଭିନବ ଶୁକ୍ଳା ,ପବିତ୍ର ପୁନିଆ, ଏଜାଜ୍ ଖାନ୍ ,ନିକି ତାମବୋଲି, ରାଧେ ମା ,ଜସ୍ମିନ୍ ଭସିନ୍ ,ରାହୁଲ ବୈଦ୍ୟ, ନିଶାନ୍ତ ସିଂ ମଲ୍‌ଖାନି ।

Leave A Reply

Your email address will not be published.