You are currently viewing ମୁମ୍ବାଇରେ ପୁରା ହେଲା ବଣ୍ଟି ଅର୍ ବବ୍‌ଲି-୨ର ସୁଟିଙ୍ଗ୍‌

ମୁମ୍ବାଇରେ ପୁରା ହେଲା ବଣ୍ଟି ଅର୍ ବବ୍‌ଲି-୨ର ସୁଟିଙ୍ଗ୍‌

କରୋନାର ଏହି ସମୟରେ ସ୍ଥଗିତ ରହିଥିବା ଫିଲ୍ମ ‘ବଣ୍ଟି ଅର୍ ବବ୍‌ଲି ୨’ ର ସୁଟିଙ୍ଗ୍ ଶେଷ ହୋଇଛି । ଏହି ଫିଲ୍ମ ପ୍ରଥମେ ଦୁବାଇରେ ଏବଂ ପରେ ମୁମ୍ବାଇରେ ସୁଟିଂ କରାଯାଇଥିଲା । ବହୁତ ସମସ୍ୟାର ସମ୍ମୁଖୀନ ହୋଇ ଗତ ଶୁକ୍ରବାର ଦିନ ସୁଟିଂ ଶେଷ ହୋଇଛି । ଏଥିରେ ଅଭିନୟ କରିଥିବା ଅଭିନେତା ମାନେ ହେଲେ ସୈଫ୍ ଅଲ୍ଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶର୍‌ଭରି । କରୋନା କଟକଣାକୁ ସଠିକ୍ ଭାବରେ ପାଳନ କରି ଏହି ଫିଲ୍ମ କାର୍ଯ୍ୟ ଶେଷ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।