ଜାଣନ୍ତୁ ସତରେ କ’ଣ ନେହା କକ୍କରଙ୍କ ରୋକା ହୋଇସାଇଛି ନା ଏହା ଅନ୍ୟ ଏକ ଗୁଜବ…

ନିକଟରେ ଶୁଣିବାକୁ ମିଳୁଥିଲା ଯେ, ଗାୟିକା ନେହା କକ୍କର ରୋହନପ୍ରୀତଙ୍କୁ ବିବାହ କରିବାକୁ ଯାଉଛନ୍ତି । । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଫଟୋଭାଇରାଲ ହେଉଛି ଯାହା ତାଙ୍କର ଏବଂ ରୋହନପ୍ରୀତଙ୍କ ବିବାହକୁ ସ୍ପଷ୍ଟୀକରଣ ଦେଇଛି । ଏହି ଫଟୋରେ ନେହା ଏବଂ ରୋହନପ୍ରୀତ ଦୁହେଁ ଏକ ସୋଫାରେ ବସିଛନ୍ତି, ତାଙ୍କ ସହ ଅଛନ୍ତି ରୋହନଙ୍କ ପିତାମାତା ଏବଂ ନେହାଙ୍କ ହାତରେ ଅଛି ଏକ ବାସ୍କେଟ । ଏହା ତାଙ୍କର ରୋକା ସେରିମନିକୁ ଦର୍ଶାଉଛି । ସୂଚନାରୁ ଜଣିବାକୁ ମିଳୁଛି ଯେ, ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କୁ ବିବାହ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.