You are currently viewing ସିଂଘମର ନାୟିକା କାଜଲ ଅଗ୍ରୱାଲା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି

ସିଂଘମର ନାୟିକା କାଜଲ ଅଗ୍ରୱାଲା ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି

କାଜଲ ଅଗ୍ରୱାଲା ଖୁବ୍‌ଶୀଘ ବିବାହ କରିବାକୁ ଯାଉଛନ୍ତି । ଏହି କଥା ସେ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି । ୩୫ବର୍ଷୀୟ କାଜଲ ଅଗ୍ରୱାଲା ବିଜନେସମ୍ୟାନ୍ ଗୌତମ କିଚଲୁଙ୍କ ସହ ୩୦ ଅକ୍ଟୋବରରେ ବିବାହ କରିବାକୁ ଯାଉଛନ୍ତି । କାଜଲ ପୋଷ୍ଟ କରି କହିଛନ୍ତି ଯେ, ତାଙ୍କର ବିବାହ ୩୦ ଅକ୍ଟୋବର ମୁମ୍ବାଇରେ ଗୌତମ କିଚଲୁଙ୍କ ସହ ହେଉଛି । ଏହି ବିବାହରେ କେବଳ ତାଙ୍କ ପରିବାର ଲୋକ ହିଁ ସାମିଲ ହେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।