ଦ କପିଲ ଶର୍ମା ଶୋର ସେଟ୍ରୁ କପିଲ୍ ସେୟାର କରିଛନ୍ତି କିଛି ସୁନ୍ଦର ଫଟୋ । ଏଥିରେ କୃଷ୍ଣ ଅଭିଷେକ, ଭାରତୀ ସିଂ, ଚନ୍ଦନ ପ୍ରଭାକର ଏବଂ ହୋଷ୍ଟ କପିଲ ସମସ୍ତେ ରହିଛନ୍ତି । ପ୍ରଶଂସକଙ୍କ ପାଇଁ କପିଲ୍ ଏକ ପ୍ରଶ୍ନ ପଚାରିଛନ୍ତି ଯେ ତାଙ୍କ ଫଟୋରେ ଥିବା ଟିଭି ସ୍କ୍ରିନ୍ରେ ଦେଖାଯାଉଥିବା ଲୋକ ଜଣକ କିଏ ବୋଲି । ପରେ ତାଙ୍କର ପ୍ରଶଂସକ ମାନେ ଶୀଘ୍ର ଅନୁମାନ କରିବାକୁ ଲାଗିଥିଲେ ଯେ ସେ ହେଉଛନ୍ତି ଫିରୋଜ୍ ଖାନ୍, ଯିଏ ମହାଭାରତରେ ଅର୍ଜୁନ ଭୂମିକାରେ ଅଭିନୟ କରିଥିଲେ । । ଏହି ସପ୍ତାହରେ ମହାଭାରତ ଭୂମିକାରେ ଅଭିନୟ କରିଥିବା ଅଭିନେତା ମାନେ ଶୋରେ ନଜର ଆସିବେ । ଦେଖନ୍ତୁ କପିଲ୍ ପୋଷ୍ଟ କରିଥିବା ଆଉ କିଛି ଫଟୋ ।
ବଢିଲା ଟୋଲ ଟିକସରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସ