ମୁମ୍ବାଇ, ଟଲିଉଡରେ ନିଜ ଅଭିନୟର ଯାଦୁ କରିସାରିବା ପରେ ଏବେ ବଲିଉଡରେ ନିଜର ଅଭିନୟର ଯାଦୁ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଦନା । ରଶ୍ମିକାଙ୍କୁ ପ୍ରଥମ କରି ଏକ ହିନ୍ଦୀ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ। ଏହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି । ମିଡିଆ ରିପୋର୍ଟ ମୁତାବକ, ୟଶରାଜ ବ୍ୟାନରରେ ତିଆରି ହେବାକୁ ଥିବା ଏକ ମ୍ୟୁଜିକ ଭିଡିଓରେ ବାଦଶାହା ଏବଂ ରଶ୍ମୀକା ଏକାଠି ନଜର ଆସିବ। କେବଳ ସେତିକି ନୁହେଁ ନିକଟରେ ରଶ୍ମୀକା ଏହି ମ୍ୟୁଜିକ ଭିଡିଓ ପାଇଁ ଚଣ୍ଡିଗଡରେ ପହଞ୍ଚି ଶୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି।
ବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜାବନ୍ଦ ହୋଇଗଲା ବିଧାନସଭାର ବଜେଟ ଅଧିବେଶନଭୁବନେଶ୍ୱରରୁ ଦୁବାଇକୁ ଉଡିବ ବିମାନ ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ