You are currently viewing ଲାଲ୍ ରଙ୍ଗର ପୋଷାକରେ ନୋରା  ଦେଖାଯାଉଥିଲେ…

ଲାଲ୍ ରଙ୍ଗର ପୋଷାକରେ ନୋରା ଦେଖାଯାଉଥିଲେ…


ନୋରା ଫତେହି ତାଙ୍କର ନୃତ୍ୟରେ ହିଁ ସମସ୍ତଙ୍କୁ ନିଜର ଫ୍ୟାନ ବନେଇ ପାରିଛନ୍ତି । ଏଥିସହ ସେ ନିଜର ସୁନ୍ଦର ଚେହେରା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ନୋରା ତାଙ୍କ ଇନ୍ଷ୍ଟାଗ୍ରାମରେ ଫଟୋସୁଟ୍ ର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ନୋରା ଫତେହି ଏକ ଲାଲ୍ ସ୍ଳିଟ୍ ଥାଇ ସିକ୍ୱିନସ୍ ଡ୍ରେସ୍ ପିନ୍ଧିଥିବାର ନଜର ଆସିଥିଲେ ଏବଂ ଏହା ଫ୍ୟାସନ୍ ଡିଜାଇନର୍ ୟୁସେଫ୍ ଅଲ୍ ଜସାମ୍‌ଙ୍କ ଦ୍ୱାରା ଡିଜାଇନ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।