ଇଂଲଣ୍ଡ, କରୋନା ନୂଆ ଷ୍ଟ୍ରେନ ବ୍ରିଟେନରେ ହଇଚଇ ସୃଷ୍ଟି କରିଥିବା ବେଳେ ଇଂଲଣ୍ଡରେ କୋଭିଡ ନିୟମକୁ ଭାଙ୍ଗିଛନ୍ତି ବଲିଉଡ ଏବଂ ହଲିଉଡର ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । କରୋନା ନୂଆ ଷ୍ଟ୍ରେନର ପ୍ରଭାବ କାରଣରୁ ଇଂଲଣ୍ଡରେ ଫେବୃଆରୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି । ତେବେ ଏହି ସମୟରେ କରୋନା ନିୟମ ଭାଙ୍ଗି ପ୍ରିୟଙ୍କା ସେଲୁନ ଏବଂ ସ୍ପା ଯାଇଥିବା ଅଭିଯୋଗ ହୋଇଛି । ପ୍ରିୟଙ୍କାଙ୍କ ସହ ମା’ ମଧୁ ଚୋପ୍ରା ଏବଂ ପୋଷା କୁକୁର ଡାଏନା ମଧ୍ୟ ସେଲୁନ ଯାଇଥିଲେ । ତେବେ ସେହି ସମୟରେ ସେଲିବ୍ରିଟି ଷ୍ଟାଇଲିସ ଜୋଶ୍ ଉଡ୍ ମଧ୍ୟ ରହିଥିଲେ । ତେବେ ନିୟମ ଉଲଘଂନ ପାଇଁ କୌଣସି ଦଣ୍ଡ ବିଧାନ ନ କରାଯାଇଥିଲେ ମଧ୍ୟ କେବଳ ସ୍ମାରକ ପତ୍ର ଦେଇ ପୋଲିସ ସେମାନଙ୍କୁ ଛାଡିଥିଲା ।
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ