You are currently viewing ପ୍ରଥମ ଥର ପାଇଁ ନଜର ଆସିଲେ ସମୀଶା

ପ୍ରଥମ ଥର ପାଇଁ ନଜର ଆସିଲେ ସମୀଶା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସରୋଗେସୀ ମାଧ୍ୟମରେ ଚଳିତବର୍ଷ ଦ୍ୱିତୀୟଥର ପାଇଁ ମା ହୋଇଛନ୍ତି । କିନ୍ତୁ ସେ ଏ ପର୍ଯ୍ୟନ୍ତ ଝିଅ ସମୀଶାଙ୍କ ଚେହେରା କ୍ୟାମେରା ସମ୍ମୁଖକୁ ଆଣି ନଥିଲେ । କିନ୍ତୁ ଏବେ ଶିଳ୍ପାଙ୍କୁ ଝିଅ ସହ ଜୁହୁରେ ସ୍ପଟ କରାଯାଇଥିଲା । । ଗୋଲାପି ରଙ୍ଗର ଡ୍ରେସ ପିନ୍ଧି ସମୀଶା ବହୁତ ସୁନ୍ଦର ଏବଂ କ୍ୟୁଟ ଦେଖାଯାଉଥିଲେ । କହିରଖୁଛୁ ଯେ, ସମୀଶା ୧୫ ଫେବୃଆରୀରେ ଜନ୍ମଗ୍ରହଣ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।