ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ବୁଧବାର ଦିନ ତାଙ୍କ ପତ୍ନୀଙ୍କ ସହ ଦୁବାଇ ଯାଇଛନ୍ତି । ତାଙ୍କୁ କର୍କଟ ରୋଗ ହେବା ପରେ ସେ ମୁମ୍ବାଇରେ ଚିକିତ୍ସା ହେଉଥିଲେ କିନ୍ତୁ ଏବେ ସେ ଅଧିକ ଚିକିତ୍ସା ପାଇଁ ଦୁବାଇ ଯାଉଛନ୍ତି । ଏ ସମ୍ପର୍କରେ ତାଙ୍କ ପତ୍ନୀ ମାନ୍ୟତା ଇନ୍ଷ୍ଟାରେ ଏକ ଫଟୋ ସେୟାର କରି ଜଣାଇଛନ୍ତି । ସୂଚନା ଥାଉକି, ଲକଡାଉନ୍ କାରଣରୁ ସେ ବାହାରକୁ ଯାଇପାରି ନଥିଲେ। ମୁମ୍ବାଇରେ ଚିକିତ୍ସା ହେଉଥିଲେ।

କର୍କଟ ଚିକିତ୍ସା ପାଇଁ ଦୁବାଇ ଗଲେ ସଞ୍ଜୁ ଵାଵା ଓ ପତ୍ନୀ ମାନ୍ୟତା
- Post published:September 16, 2020
- Post category:ମନୋରଞ୍ଜନ
- Reading time:1 mins read