ଆଜି ଦେଶ ସାରା ଆଲୋକର ପର୍ବ ଦୀପାବଳିକୁ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶ ପାଳନ କରୁଥିବାବେଳେ । ଏହାର ଅବ୍ୟବହିତ ପୂର୍ବରୁ ଅସ୍ତ୍ରବିରତି ଉଲଘଂନ କରିଛି ପଡୋଶୀ ପାକିସ୍ତାନ । ଶ୍ରୀ ନଗର ସୀମାରେ ଭାରତୀୟ ଜବାନଙ୍କ ଉପରେ ପାକିସ୍ତାନ ପଟୁ ହୋଇଛି ଅତର୍କିତ ଆକ୍ରମଣ ଏହି ଆକ୍ରମଣର ମୁହଁତୋଡ ଜବାବ ଦେଇଛନ୍ତି ଆମ ସେନା । ପ୍ରତିଆକ୍ରମଣରେ ପାକିସ୍ତାନର ୧୧ ଜଣ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ