ଭାରତର ମହାକାଶ ଯାତ୍ରୀ କଳ୍ପନା ଚାୱଲାଙ୍କ ନାମ ଅନୁସାରେ ରଖାଯାଇଛି ମହାକାଶଯାନର ନାମ

ନାସା ତରଫରୁ ଘୋଷଣା କରାଯାଇଛି ଯେ, ଭାରତର ମହାକାଶ ଯାତ୍ରୀ କଳ୍ପନା ଚାୱଲାଙ୍କ ନାମ ଅନୁସାରେ ରଖାଯାଇଛି ମହାକାଶଯାନର ନାମ । ଆମେରିକାର ଏରୋସ୍ପେସ୍ କମ୍ପାନୀ ନର୍ଥରୋପ୍ ଗ୍ରୁମେନ୍ କରପୋରେଶନ୍ ନୂଆ ଲଞ୍ଚ କରିବାକୁ ଯାଉଥିବା ସିଗ୍ନସ୍ ମହାକାଶଯାନର ନାମ କଳ୍ପନା ଚାୱଲାଙ୍କ ନାମରେ ରଖିଛନ୍ତି । ଏହି ଯାନ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ରୁ ଛଡାଯିବ । କଳ୍ପନା ଚାୱଲା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯିଏକି ମହାକାଶ ଯାତ୍ରା କରିଥିଲେ । ୨୦୦୩ ମହାକାଶ ଯାନରେ ହୋଇଥିବା ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା ।

Leave A Reply

Your email address will not be published.