ବେଙ୍ଗାଲୁରୁର ନେଲାମଙ୍ଗଲାରେ ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ଏବଂ ବିନାମାସ୍କରେ ବାହାରେ ବୁଲୁଛନ୍ତି, ସେଠାକାର ପୋଲିସ ପ୍ରଶାସନ ସେମାନଙ୍କୁ ଦଣ୍ଡ ଓ ଜରିମାନା ଆଦାୟ କରିବା ପରିବର୍ତ୍ତେ ମାସ୍କ, ଗୋଲାପ ଦେଉଛି ।

Leave A Reply

Your email address will not be published.