You are currently viewing ଗୁଗୁଲ୍ ପ୍ଲାଟ୍ ଫର୍ମରେ ଭାରତୀୟ ସନ୍ତରଣକାରୀ ଆରତୀ ଗୁପ୍ତାଙ୍କ ଲୋଗୋ

ଗୁଗୁଲ୍ ପ୍ଲାଟ୍ ଫର୍ମରେ ଭାରତୀୟ ସନ୍ତରଣକାରୀ ଆରତୀ ଗୁପ୍ତାଙ୍କ ଲୋଗୋ

ନୂଆଦିଲ୍ଲୀ, ଗୁଗୁଲ୍ ଭାରତୀୟ ଦୀର୍ଘ ଦୂରତା ସନ୍ତରଣକାରୀ ଆରତୀ ଗୁପ୍ତାଙ୍କୁ ଦେଇଛି ସମ୍ମାନ । ଗୁଗୁଲ୍ ପ୍ଲାଟ୍ ଫର୍ମରେ ଅପ୍ଲୋଡ କରିଛି ଲୋଗୋ । ଆରତୀ ଗୁପ୍ତା ଜଣେ ଭାରତୀୟ ଦୀର୍ଘ ଦୂରତା ସନ୍ତରଣକାରୀ ଥିଲେ ।

29 ସେପ୍ଟେମ୍ବର 1959ରେ ଇଂରାଜୀ ଚ୍ୟାନେଲ ଜରୀଆରେ ପହଁରିବାରେ ପ୍ରଥମ ଏସୀୟ ମହିଳା ଭାବରେ ଜଣାଶୁଣା । 1960 ମସିହାରେ ସେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ଭାବରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।