You are currently viewing ରାଜ୍ୟରୁ ୨୪୪ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରୁ ୨୪୪ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୪୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୧୦୨ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୧୫ ,ବାଲେଶ୍ୱର ୯ ,ବରଗଡ଼ ୨୩ ,ଭଦ୍ରକ ୩ , ବଲାଙ୍ଗୀର ୧୯ ,କଟକ ୫ , ଦେଓଗଡ ୧ ,ଗଜପତି ୧୯ , ଜଗତସିଂହପୁର ୧ ,ଯାଜପୁର ୧୦ , ଝାରସୁଗୁଡା ୧୯ , କଳାହାଣ୍ଡି ୧ , କନ୍ଧମାଳ ୭ , କେନ୍ଦ୍ରାପଡା ୫ , କେଉଁଝର ୭ ,ଖୋର୍ଦ୍ଧା ୯ ,ମାଲକାନଗିରି ୧, ମୟୁରଭଞ୍ଜ ୫ ,ନୂଆପଡା ୪ ,ପୁରୀ ୮ ,ରାୟଗଡା ୮ ,ସମ୍ବଲପୁର ୩୭ ,ସୋନପୁର ୪ ,ସୁନ୍ଦରଗଡ ୨୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୨୧୦୬ , ସୁସ୍ଥ ସଂଖ୍ୟା ୩୨୮୦୪୩ , ସମୁଦାୟ ସକ୍ରିୟ ସଂଖ୍ୟା ୨୧୧୮ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୪୦ ।

ଅନ୍ୟମାନଙ୍କୁ ଜଣାନ୍ତୁ।