କଟକ, ଗତ କିଛି ମାସ ହେବ ନିୟମିତଭାବେ କଟକରୁ ନକଲି ସାମଗ୍ରୀ ଠାବ କରାଯାଉଛି । କେତେବେଳେ ଘିଅ ତ ଆଉକେତେବେଳେ ମସଲା ଓ ପନିର । ଏବେ ଚା’ପତିର ପାଳି । କଟକରୁ ନକଲି ଚା’ପତି କାରଖାନା ଠାବ କରିଛି ପୋଲିସ । କଟକ ଜିଲ୍ଲା ମୁକାମ୍ବେଶ୍ୱର ଗାଁରେ ନକଲି ଚା’ପତି କାରଖାନା ଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । ପରେ ସେଠାରୁ ବିପୁଳ ପରିମାଣରେ ଅପମିଶ୍ରିତ ଚା’ପତି ଜବତ କରାଯାଇଛି । ବିଭିନ୍ନ ନାମିଦାମୀ ବ୍ରାଣ୍ଡର ଷ୍ଟିକର ଲଗାଇ ଲୋକଙ୍କୁ ଭୁଆଁ ବୁଲାଉଥିଲେ ବ୍ୟବସାୟୀ । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ