You are currently viewing ୯ ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନ

୯ ଦଫା ଦାବି ନେଇ ରାଜଧାନୀରେ ଆନ୍ଦୋଳନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୦.୨.୨୩) : ବିଭିନ୍ନ ଦାବି ନେଇ ଆନ୍ଦୋନ କରୁଛି ଅଲ ଓଡିଶା ଜିପିଏଲଏଫ ମିଶନ ଶକ୍ତି । ୯ ଦଫା ଦାବି ନେଇ ଜିପିଏଲଏଫ ୬ ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମିଶନ ଶକ୍ତି ଓ ଓଡିଶା ଜୀବୀକା ମିଶନ କାର୍ଯ୍ୟକ୍ରମରେ ସଫଳତା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଦୃଷ୍ଟାନ୍ତ ପାଲଟିଛନ୍ତି । ଏହି ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ସ୍ୱାବାଲମ୍ବୀ ପାଇଁ ବହୁ ଅନୁଦାନ ଦିଆଯାୁଛି । ହେଲେ କିଛି ନ୍ୟାୟ ସଙ୍ଗତ ଦାବି ଗୁଡିକ ପୂରଣ ହୋଇ ପାରିନି । ଏ ନେଇ ବାରମ୍ବାର ପ୍ରଶାସନ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଥିଲେ ବି ଦାବି ପୂରଣ ତ ଦୂରର କଥା ସମସ୍ତଙ୍କୁଅଣ ଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ଅଲ ଓଡିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ ନିଷ୍ପତିରେ ମହାସମାବେଶ ଅନୁଷ୍ଠିତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।