You are currently viewing ANS SUPERFAST 2@10

ANS SUPERFAST 2@10

୧. ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ ।
୨. ଗ୍ରାମ୍ୟ ଓ କୋଠାବାଡୀ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘର ସମେତ ପାଞ୍ଚଟି ଜାଗାରେ ଚଢ଼ାଉ କଲା ଭିଜିଲାନ୍ସ ।
୩. କରୋନା ଚିକିତ୍ସାରୁ ବାଦ ପଡିପାରେ ପ୍ଳାଜମା ଥେରାପି ।
୪. ସାଧାରଣ ଭକ୍ତଙ୍କୁ ମିଳିବ ମହାପ୍ରସାଦ ବାହାର ଜିଲ୍ଲାର ଭକ୍ତଙ୍କୁ ମିଳିବ ଅବଢ଼ା । ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର ।
୫. ଭୁୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ଇଞ୍ଜିନିୟରିଂ କଲେଜର ଅଧ୍ୟାପକଙ୍କ ସନ୍ଦେହଜନକ ମୃତ୍ୟୁ, ୪ ଦିନ ହେବ ମିଳୁନଥିଲା ଅଧ୍ୟାପକଙ୍କ ଖବର ।
୬. ଚିକିତ୍ସା ଦାବିରେ ରାସ୍ତା ଉପରେ ଧାରଣା ଦେଲେ କଟକ ବାଙ୍କୀ ଅଞ୍ଚଳର କ୍ୟାନସର ରୋଗୀ ଆର୍ଥିକ ଅଭାବରୁ ହେଇପାରୁନି ଚିକିତ୍ସା ।

୭. ୬୧ତମ ପୋଲିସ ସହୀଦ ସ୍ମୃତି ଦିବସ କଟକ ପୋଲିସ ମୁଖ୍ୟାଳୟରେ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଡିଜିପି ।
୮. ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । ଲୋ୍‌କଙ୍କ ସମର୍ଥନ ପାଇଁ ଗାଁ ଗାଁରେ ପଦଯାତ୍ରା ଓ ଆଶୀର୍ବାଦ ଲୋଡିଲେ ତିନିଦଳ ।
୯. ଆଜି ମା’ ଦୁର୍ଗାଙ୍କ ଶାରଦୀୟ ଷଷ୍ଠୀ ପୂଜା । କରୋନା ଯୋଗୁଁ ଫିକା ପଡିଛି ଦୁର୍ଗା ପୂଜା ।
୧୦. କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ! ଉପକୂଳ ଜିଲ୍ଲାରେ ତିନିଦିନ ଲଗାତାର ବର୍ଷା ହେବାର ସୂଚନା । ଆଜି ପାଇଁ ୭ଟି ଜିଲ୍ଳାକୁ ୟେଲ୍ଲୋ ୱାର୍ଣ୍ଣିଙ୍ଗ, ଆସନ୍ତା କାଲି ପାଇଁ ଗଞ୍ଜାମ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଦେଲା ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।