ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରେ ରହି ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି । ପରିଦର୍ଶନ କରିବା ପରେ ଏହାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦେବୀ ଓ ଭାର୍ଗବୀ ନଦୀ ବିପଦ ସଙ୍କେତ ଉପରେ ପାଣି ଥିବା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଅନେକ ଜନସାଧାରଣ ।

Leave A Reply

Your email address will not be published.