You are currently viewing ଗୋଆ ରାଜ୍ୟପାଳଙ୍କୁ ମିଳିଲା ମେଘାଳୟ ଶାସନ

ଗୋଆ ରାଜ୍ୟପାଳଙ୍କୁ ମିଳିଲା ମେଘାଳୟ ଶାସନ

ଗୋଆ, ଗୋଆ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମେଘାଳୟର ନୂଆ ରାଜ୍ୟପାଳ ହୋଇଛନ୍ତି । ସେହିପରି ଅତିରିକ୍ତ ଭାବେ ଗୋଆ ଦାୟିତ୍ୱ ଏବେ ତୁଲାଇବେ ଭଗତ ସିଂହ କୋସିୟାରୀ । କୋସିୟାରୀ ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ଉଭୟଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।