Pratap-Jena

ମାହାଙ୍ଗା ଡବଲ ମର୍ଡର ଘଟଣା: ଆସନ୍ତା ୧୮ରେ କୋର୍ଟରେ ହାଜର ହେବେ ବିଜେଡି ବିଧାୟକ ପ୍ରତାପ ଜେନା

  • Post category:ଓଡିଶା
  • Reading time:1 mins read

ଏଏନଏସ: ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସନ୍ତା ୧୮ ତାରିଖରେ କୋର୍ଟରେ ହାଜର ହେବେ ବିଜେଡି ବିଧାୟକ ପ୍ରତାପ ଜେନା। ଏନେଇ ନୋଟିସ୍ ଜାରି କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ । ସୂଚନାଯୋଗ୍ୟ ଗତ ଅକ୍ଟୋବର ୩୧ ତାରିଖରେ କୋର୍ଟରେ ହାଜାର ହେବାକୁ ପ୍ରତାପ ଜେନାଙ୍କୁ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହୋଇନଥିଲେ ବିଧାୟକ ପ୍ରତାପ ଜେନା । 

 

ଅନ୍ୟମାନଙ୍କୁ ଜଣାନ୍ତୁ।