ଗଜପତି, ଗତ ୧୫ ତାରିଖ ଦିନ ଏକ ବସ୍ ଗଜପତି ଜିଲ୍ଲା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବସ୍ରେ ୪୫ ଜଣ ଛାତ୍ରଛାତ୍ରୀ ଓଜେଇ ପରୀକ୍ଷା ଦେବାକୁ ଯାଉଥିବା ଜଣାପଡ଼ିଥିଲା । ଦୁର୍ଘଟଣା କାରଣରୁ ସେମାନେ କେହିବି ପରୀକ୍ଷା ଦେଇ ପାରିନଥିଲେ । ତେଣୁ ଆସନ୍ତା ୨୨ ତାରିଖରେ ସେହି ଛାତ୍ରଛାତ୍ରୀ ଓଜେଇ ପରୀକ୍ଷା ଦେବେ । ଏନେଇ ଗଜପତି ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିପାଇଁ ପରୀକ୍ଷାର୍ଥୀ ସମ୍ପୃକ୍ତ ଜିଲ୍ଲାର ନୋଡାଲ ଅଫିସରଙ୍କ ମୋବାଇଲ୍ ନମ୍ବର ୮୭୬୩୬୮୭୮୪୮ରେ ଯୋଗାଯୋଗ କରିବାକୁ କୁହାଯାଇଛି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା