You are currently viewing ଚିରନିଦ୍ରାରେ ପଦ୍ମଶ୍ରୀ ରଜତ କର

ଚିରନିଦ୍ରାରେ ପଦ୍ମଶ୍ରୀ ରଜତ କର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୮/୦୫,ଶେଷ ନିଦ୍ରାରେ ପଦ୍ମଶ୍ରୀ ରଜତ କର ।୮୧ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ର ପରଲୋକ ହୋଇଛି ।ଭଞ୍ଜ ସାହିତ୍ୟର ସେ ଥିଲେ ଜଣେ ଭାସ୍ୟ କାର ।ଜଗନ୍ନାଥ ସଂସ୍କୃତିର ସେ ଥିଲେ ଜଣେ ଗବେଷକ ।

ତାଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭୃତି ଶୋକ ବ୍ୟକ୍ତ କରିବା ସହ ରାଜ୍ୟ ଜଣେ ସୁଯୋଗ୍ୟ ସନ୍ତାନ ଙ୍କୁ ହରାଇଲା ବୋଲି କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।