ଆଜିଠୁ +3 ଓ PG ଶେଷ ସେମିଷ୍ଟାର ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର, ଆଜିଠୁ +3 ଓ PG ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ପରିଚଳନା କରିବେ ରାଜ୍ୟ ସରକାର । ଉଭୟ ଅନଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ହେବ ପରୀକ୍ଷା । ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା । ଅକ୍ଟୋବର ୧୦ ସୁଦ୍ଧା ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କରୋନା କଟକଣା ଭିତରେ ପରୀକ୍ଷା ହେବ ।

Leave A Reply

Your email address will not be published.