You are currently viewing ସବୁଠି ରଜର ମାହୋଲ

ସବୁଠି ରଜର ମାହୋଲ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୫/୦୬, ଚାରିଆଡେ ଏବେ ରଜର ମାହୋଲ । ଗାଁଠୁ ନେଇ ସହର ସବୁଠିି ବେଶ ଧୁମଧାମରେ ପାଳିତ ହେଉଛି ରଜ । ଖେଳ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ମଧ୍ୟ ଜମୁଛି । ରାରଜନେତା ମାନେ ମଧ୍ୟ ଏଥିରୁ ବାଦ ପଡିବେବା କେମିତି । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ କସ୍ତୁରବା ଖେଳ ପଡିଆରେ ଚାଲିଥିବା ରଜ ମହୋତ୍ସବରେ ସାମିଲ ହୋଇଥିଲେ ବିଏମସି ମହିଳା କର୍ପୋରେଟର । ମହିଳାମାନେ ଏକାଠି ହୋଇ ପୁଚି ଖେଳିଥିଲେ ।ଛୋଟ ପିଲାମାନଙ୍କ ସହ ମିଶି ମହିଳା କର୍ପୋରେଟରମାନେ ଏକାଠି ପୁଚି ଖେଳିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।