You are currently viewing ରାଜ୍ୟରେ ଖୋଲିପାରେ ମନ୍ଦିର!

ରାଜ୍ୟରେ ଖୋଲିପାରେ ମନ୍ଦିର!

ଭୁବନେଶ୍ୱର, ରାଜ୍ୟରେ ମନ୍ଦିର ଖୋଲିବା ନେଇ ଯୋଜନା କରୁଛନ୍ତି ସରକାର । ମନ୍ଦିର ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଆସନ୍ତା ୧୦ଦିନ ଭିତରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ସହ ଆଲୋଚନା କରି ରିପୋର୍ଟ ଦେବେ ଜିଲ୍ଲାପାଳ । ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରେ ମନ୍ଦିର ଖୋଲି ସାରିଥିବା ବେଳେ ଆମ ରାଜ୍ୟରେ କରୋନା କଟକଣା ଭିତରେ ମନ୍ଦିର ଖୋଲିବା ଦାବିରେ  ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଥିଲେ ସେବାୟତ।

ଅନ୍ୟମାନଙ୍କୁ ଜଣାନ୍ତୁ।