You are currently viewing ଆଜି ରାଜଧାନୀରୁ ୧୦ କରୋନା ପଜିଟିଭ ଚିହ୍ନଟ

ଆଜି ରାଜଧାନୀରୁ ୧୦ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ୧୦ କରୋନା ପଜିଟିଭ ଚିହ୍ନଟ , ସୁସ୍ଥ ସଂଖ୍ୟା ୧୧ ରହିଛି |ସଙ୍ଗରୋଧ କେନ୍ଦ୍ରରୁ ୫ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫ ରହିଛି | ଯାହା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି |

ତେବେ ଭୁବନେଶ୍ୱରରୁ ମୋଟ କୋଭିଡ ପଜିଟିଭ ସଂଖ୍ୟା ୩୧୭୦୩ ,ସୁସ୍ଥ ସଂଖ୍ୟା ୩୧୨୩୭,ମୃତ୍ୟୁ ସଂଖ୍ୟା ୨୪୨ ରହିଛି | ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୨୦୨ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।