ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନଙ୍କ ପାଖରେ କୌଣସି ତଥ୍ୟ କି ସତ୍ୟତା ନଥିବା ପରି ଲାଗୁଛି । BJD ନେତୃତ୍ବରେ ତିଆରି ହୋଇଥିବା ଘର ପାଇଁ ପୁରସ୍କାର ମିଳିଛି । କେନ୍ଦ୍ର ସରକାର ଭଲ ପ୍ରଦର୍ଶନ ବର୍ଗରେ ପୁରସ୍କାର ଦେଇଛନ୍ତି | ୨୦ ଲକ୍ଷ ଘର କରି କେନ୍ଦ୍ରଠାରୁ ଆମେ ପୁରସ୍କାର ପାଇଛୁ । ଏହା ବୋଧେ ସେ ଜାଣିନାହାନ୍ତି କିମ୍ବା ଭୟଭୀତ ହୋଇ ମାନୁନାହାନ୍ତି । PMAY କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ ହୁଏ ବୋଲି ସେ ଜାଣି ନାହାନ୍ତି । ପୃଥ୍ବୀରାଜ ହରିଚନ୍ଦନ ହାସ୍ୟାସ୍ପଦ କଥା କହୁଛନ୍ତି। ଆମ ପ୍ରଦର୍ଶନ ଭଲ ଯୋଗୁ ପୃଥ୍ବୀରାଜ ଈର୍ଷାନ୍ବିତ ହେଉଛନ୍ତି |
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି