ଲକ୍ଷ୍ନୌ: ଆଇସିସି ଦିନିକିଆ ବିଶ୍ବକପ୍ରେ ଆଜି ନେଦରଲାଣ୍ଡ୍ସକୁ ଆଫଗାନିସ୍ତାନ ୭ ୱିକେଟ୍ରେ ପରାସ୍ତ କରି ବିଜୟ ହୋଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିବା ନେଦରଲାଣ୍ଡ୍ ୪୬.୩ ଓଭରରେ ଅଲଆଉଟ୍ ହୋଇ ୧୭୯ ରନ କରିଥିଲା। ଫଳରେ ଆଫଗାନିସ୍ତାନକୁ ଏହି ମ୍ୟାଚ ବିଜୟ ପାଇଁ ୧୮୦ ରନ୍ର ଲକ୍ଷ୍ୟ ମିଳିଥିଲା। ତେବେ ଆଫଗାନିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ଚତୁର୍ଥ ଥର ପାଇଁ ବିଜୟୀ ହୋଇଛି ।

ଆଇସିସି ଦିନିକିଆ ବିଶ୍ବକପ୍: ନେଦରଲାଣ୍ଡ୍ସ ବିପକ୍ଷରେ ଆଫଗାନିସ୍ତାନର ବିଜୟ
- Post published:November 3, 2023
- Post category:କ୍ରୀଡା
- Reading time:1 mins read