ଆଇପିଏଲ ୨୦୨୦ର ୩୧ତମ ମ୍ୟାଚରେ କିଙ୍ଗସ ଏକ୍ସଆଇ ପଞ୍ଜାବ ୮ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋରକୁ ପରାସ୍ତ କରି ବିଜୟ ହାସଲ କରିଛି । ମ୍ୟାଚରେ ଆରସିବି ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୨୦ଓଭରରେ ୬ୱିକେଟ ବ୍ୟୟରେ ମାତ୍ର ୧୭୧ ରନ କରିପାରିଥିଲାବେଳେ ପଞ୍ଜାବ ୨ୱିକେଟ ବ୍ୟୟରେ ୨୦ଓଭରରେ ୧୭୭ ରନ କରିଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଖେଳାଳୀଙ୍କ ମଧ୍ୟରୁ ସର୍ବାଧିକ କୋହଲି ୪୮(୩୯), କ୍ରିସ ମୋରିସ ୨୫(୮)ରନ ଏବଂ ପଞ୍ଜାବ ଖେଳାଳୀଙ୍କ ମଧ୍ୟରୁ କେ ଏଲ ରାହୁଲ ୪୮(୪୯), କ୍ରିିସ ଗେଲ ୫୩(୪୫) ସର୍ବାଧିକ ରନ କରିଛନ୍ତି । ପ୍ଲେୟାର ଅଫ୍ ଦ ମ୍ୟାଚ କେ ଏଲ ରାହୁଲ ହୋଇଛନ୍ତି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ