ଏଣିକି ସ୍କୁଲରେ ପଢ଼ାଯିବ ରାମାୟଣ, ମହାଭାରତ

ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ପରାମର୍ଶ ଦେଇଛି।

Continue Readingଏଣିକି ସ୍କୁଲରେ ପଢ଼ାଯିବ ରାମାୟଣ, ମହାଭାରତ

ଜାଣନ୍ତୁ, କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ? 

ମହାଭାରତ କଥା ଯଦି କହିବା ତେବେ ଶ୍ରୀକୃଷ୍ଣ, ପାଣ୍ଡଵ, କୌରବଙ୍କ ପରେ ମହାବଳୀ କର୍ଣ୍ଣଙ୍କ କଥା ହିଁ ଆସିବl କର୍ଣ୍ଣ ଯେତିକି ବଳଶାଳୀ ଥିଲେ ସେତିକି ବଡ଼ ଦାନବୀର ମଧ୍ୟ ଥିଲେ l ସେଥିପାଇଁ ତାଙ୍କୁ ଦାନବୀର କର୍ଣ୍ଣ ତଥା ଦାନୀକର୍ଣ୍ଣ ବୋଲି କୁହାଯାଉଥିଲା l ତେବେ କୁନ୍ତୀଙ୍କ ପୁତ୍ର କର୍ଣ୍ଣ ଅଟନ୍ତି, ସୂର୍ଯ୍ୟଦେବ ମନ୍ତ୍ରରେ କୁନ୍ତୀ କର୍ଣ୍ଣଙ୍କୁ ପୁତ୍ର ଭାବରେ ଲାଭ କରିଥିଲେl କିନ୍ତୁ ଅବିବାହିତା ଥିବା କାରଣରୁ ସେ କର୍ଣ୍ଣଙ୍କୁ ସନ୍ତାନ ଭାବରେ ଗ୍ରହଣ କରିନପାରି ତ୍ୟାଗ କରିଦେଇଥିଲେl

Continue Readingଜାଣନ୍ତୁ, କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ? 

ଆପଣ ଜାଣନ୍ତି କି? ଅନେକ ପାପ କରି ମଧ୍ୟ ଶକୁନିଙ୍କୁ ମିଳିଥିଲା ସ୍ୱର୍ଗପ୍ରାପ୍ତି

ମହାଭାରତରେ ଶକୁନିଙ୍କ କଥା ଆସିବା ମାତ୍ରକେ ଗୋଟିଏ କୁଟିଳ ଓ ଧୃତ ବ୍ୟକ୍ତିର ଛବି ଆକ୍ଷି ସାମ୍ନାକୁ ଆସିଥାଏl କିନ୍ତୁ ଶକୁନିଙ୍କ ବିଷୟରେ ଏହା ଖୁବ କମ ଲୋକ ଜାଣିଛନ୍ତି ଯେ ମୃତ୍ୟୁ ପରେ ଶକୁନିଙ୍କୁ ସ୍ୱର୍ଗ ଲୋକ ପ୍ରାପ୍ତି ହୋଇଥିଲାl ଯେତେବେଳେ ଗାନ୍ଧାରୀଙ୍କ ବିବାହ ପାଇଁ ଧୃତରାଷ୍ଟ୍ରଙ୍କ ପ୍ରସ୍ତାବ ଆସିଥିଲା ଶକୁନିଙ୍କୁ ଏହା ପସନ୍ଦ ଆସି ନ ଥିଲା l ଏହା ଶୁଣି ଶକୁନି କହିଥିଲେ ଯେ ଧୃତରାଷ୍ଟ୍ର ଜନ୍ମାନ୍ଧ ଅଟନ୍ତି ଏବଂ ତାଙ୍କର ସମସ୍ତ ରାଜପାଟ ତାଙ୍କ ଭାଇ ପଣ୍ଡୁ ଧ୍ୟାନ ରଖି ଥାଆନ୍ତି, କିନ୍ତୁ ଯାହା ଘଟିବାକୁ ଥିବ ତାହା କିଏ ବା ଏଡ଼ାଇଦେବ l 

Continue Readingଆପଣ ଜାଣନ୍ତି କି? ଅନେକ ପାପ କରି ମଧ୍ୟ ଶକୁନିଙ୍କୁ ମିଳିଥିଲା ସ୍ୱର୍ଗପ୍ରାପ୍ତି

ଚଳଚ୍ଚିତ୍ର ‘ପର୍ବ’କୁ  ନେଇ ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀ 

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ ତାଙ୍କ ଆଗାମୀ ସିନେମା 'ପର୍ବ'କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ସିନେମାର କାହାଣୀ ପ୍ରଖ୍ୟାତ କନ୍ନଡ଼ ଲେଖକ ଏସଏଲ୍ ଭୈରପ୍ପାଙ୍କ ପୁସ୍ତକ 'ପର୍ବ' ଉପରେ ଆଧାରିତ। ତେବେ 'ପର୍ବ' ଏକ…

Continue Readingଚଳଚ୍ଚିତ୍ର ‘ପର୍ବ’କୁ  ନେଇ ଚର୍ଚ୍ଚାରେ ବିବେକ ଅଗ୍ନିହୋତ୍ରୀ