ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ

ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ । ସେ ୨ ଅକ୍ଟୋବର ୧୮୬୯ ପୋରବନ୍ଦରଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ଆଇନଜୀବୀ, ରାଜନେତା, ସମାଜସେବୀ ତଥା ଲେଖକ, ଯିଏକି ବ୍ରିଟିଶ ଶାସନ ବିରୁଦ୍ଧରେ ଜାତୀୟତାବାଦୀ ଆନ୍ଦୋଳନ କରି ଆମ ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ ।

Leave A Reply

Your email address will not be published.